Home Bibles ବିଚାରକର୍ତାମାନଙ୍କ ବିବରଣ 14:2 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 14:2 · ଓଡ଼ିଆ ବାଇବେଲ

ସେ ଗୃହକକ୍ସ୍ଟ ଫରେି ତାଙ୍କର ପିତାମାତାଙ୍କୁ ଏକଥା କହିଲେ, ମୁ ପଲେଷ୍ଟୀୟ କନ୍ଯା ତିମ୍ନାନ ରେ ଦେଖିଅଛି। ମୁ ତାଙ୍କୁ ବିବାହ କରିବାକୁ ଗ୍ଭ ହେଁ।

Cross references

ଆଦି ପୁସ୍ତକ 21:21

ତାଙ୍କର ମା ତାଙ୍କ ପାଇଁ ଏକ ସ୍ତ୍ରୀ ମିଶର ରେ ଠିକ୍ କଲେ। ସମାନେେ ପାରଣ ନାମକ ମରୁଭୂମିରେ ବାସ କଲେ।

ଆଦି ପୁସ୍ତକ 24:2

ଅବ୍ରହାମଙ୍କର ପୁରୁଣା ଚାକର ଅବ୍ରହାମଙ୍କର ପ୍ରେତ୍ୟକକ ଦ୍ରବ୍ଯର ଦାଯିତ୍ବ ରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, ମାରେ ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର।

ଆଦି ପୁସ୍ତକ 34:4

ଶିଖିମ ତା'ର ପିତା ହ ମାରେକୁ କହିଲା, ଦୟାକରି ଏହି ଝିଅ ସହିତ ମାରେ ବିବାହର ବନ୍ଦୋବନ୍ତ କର।

ଆଦି ପୁସ୍ତକ 38:6

ଯିହୁଦା ତା'ର ପ୍ରଥମ ପୁତ୍ରକୁ ବିବାହ ଦବୋପାଇଁ ଏକ ସ୍ତ୍ରୀ ପାଇଲେ। ଯାହାର ନାମ ତାମର ଥିଲା।

ଦିତୀୟ ରାଜାବଳୀ 14:9

ଇଶ୍ରାୟେଲର ରାଜା ୟୋଯାଶ ଯିହୁଦାର ରାଜା ଅମତ୍ସିଯ ନିକଟକୁ ଲୋକ ପଠାଇ କହିଲେ, ଲିବାନୋନ୍ର କଣ୍ଟକଲତା ଏରସ୍ବୃକ୍ଷ ନିକଟକୁ କହି ପଠାଇଲେ, 'ତୁମ୍ଭ କନ୍ଯାକୁ ଆମ୍ଭ ପୁତ୍ର ସଙ୍ଗେ ବିବାହ କରିଦିଅ।' ମାତ୍ର ଲିବାନୋନ୍ର ଏକ ବନ୍ଯ ପଶୁ ସହେି ବାଟ ଦଇେ ଯାଉଥିଲା ଓ ସେ କଣ୍ଟକଲତାକୁ ପାଦ ରେ ଦଳି ଦଲୋ।

ଯିରିମିୟ 29:6

ତୁମ୍ଭମାନେେ ବିବାହ କରି ପୁତ୍ର କନ୍ଯା ଉତ୍ପାଦନ କର। ଆଉ ତୁମ୍ଭମାନଙ୍କର ସହେି ପୁତ୍ର କନ୍ଯାମାନଙ୍କୁ ବିବାହ କରାଇ ସମାନଙ୍କେଠାରୁ ପୁତ୍ରକନ୍ଯା ଜନ୍ମ କରାଅ। ଏହିପରି ବାବିଲର ଲୋକସଂଖ୍ଯା ବୃଦ୍ଧି କର କିନ୍ତୁ ଊଣା କର ନାହିଁ।

Interlinear

Choose Theme