Home Bibles ବିଚାରକର୍ତାମାନଙ୍କ ବିବରଣ 13:21 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 13:21 · ଓଡ଼ିଆ ବାଇବେଲ

ବାସ୍ତବ ରେ ମ ନୋହ ବକ୍ସ୍ଟଝିପାରିଲେ ଯେ ସେ ହେଉଛନ୍ତି ସଦାପ୍ରଭୁଙ୍କର ଦୂତ। ଏହାପରେ ସଦାପ୍ରଭୁଙ୍କର ଦୂତ ଆଉ ମ ନୋହ ଓ ତାଙ୍କର ସ୍ତ୍ରୀକକ୍ସ୍ଟ କବେେ ପକ୍ସ୍ଟଣି ଦଖାେ ଦେଲେ ନାହିଁ।

Cross references

ବିଚାରକର୍ତାମାନଙ୍କ ବିବରଣ 6:22

ଏହାପରେ ଗିଦ୍ଦିୟୋନ ହୃଦଯଙ୍ଗମ କଲେ ଯେ, ସେ ସଦାପ୍ରଭୁଙ୍କର ଦୂତଙ୍କ ସହିତ କଥା ହେଉଥିଲେ। ତେଣୁ ଗିଦ୍ଦିୟୋନ ଚିତ୍କାର କଲେ, ହେ ସର୍ବଶକ୍ତିମାନ ପରମେଶ୍ବର, ମାରେପ୍ରଭକ୍ସ୍ଟ, ମୁ ସଦାପ୍ରଭୁଙ୍କ ଦୂତଙ୍କକ୍ସ୍ଟ ମକ୍ସ୍ଟହାଁ ମକ୍ସ୍ଟହିଁ ଦେଖିଛି!

ବିଚାରକର୍ତାମାନଙ୍କ ବିବରଣ 13:16

ସଦାପ୍ରଭୁଙ୍କର ଦୂତ ମ ନୋହଙ୍କକ୍ସ୍ଟ କହିଲେ, ତୁମ୍ଭେ ମାେତେ ଅଟକାଇ ରଖିଲେ ବି ମୁ ତୁମ୍ଭର ଖାଦ୍ୟ ଖାଇବି ନାହିଁ। ଯଦି ତୁମ୍ଭେ ଇଚ୍ଛାକର ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଉତ୍ସର୍ଗ କରିପାର। ସେ ମନକ୍ସ୍ଟଷ୍ଯ ଯେ ସଦାପ୍ରଭୁଙ୍କର ଦୂତ ଏକଥା ମ ନୋହ ଜାଣି ନ ଥଲା।

ହୋଶେୟ 12:4

ଯାକୁବ ପରମେଶ୍ବରଙ୍କ ଦୂତ ସହିତ ମଲ୍ଲୟୁଦ୍ଧ କରୁଥିଲା ଏବଂ ଜିତୁଥିଲା। ସେ ଚିତ୍କାର କରି ପ୍ରଭୁକୃପା ମାଗୁଥିଲା। ଏହା ବୈଥଲ୍ ରେ ଘଟିଥିଲା। ସହେିସ୍ଥାନ ରେ ସେ ପରମେଶ୍ବରଙ୍କୁ ପାଇଲା ଓ ତାଙ୍କ ସହିତ କଥା ହେଲା।

Interlinear

Choose Theme