ବିଚାରକର୍ତାମାନଙ୍କ ବିବରଣ 12:7 · ଓଡ଼ିଆ ବାଇବେଲ
ୟିଲ୍ଗହ ଇଶ୍ରାୟେଲ ରେ ଛଅ ବର୍ଷଧରି ବିଗ୍ଭରକ ରହିଲେ। ଏହାପରେ ଗିଲିଯଦଠା ରେ ୟିଲ୍ଗହ ମୃତକ୍ସ୍ଟ୍ଯବରଣ କରିବାରକ୍ସ୍ଟ ତାଙ୍କୁ ଗିଲିଯଦ ରେ କବର ଦିଆଗଲା।
Cross references
ବିଚାରକର୍ତାମାନଙ୍କ ବିବରଣ 10:18
ତା'ପରେ ଗିଲିଯଦୀଯର ଲୋକମାନଙ୍କର ଅଧିପତିମାନେ କହିଲେ, ଅମ୍ମାନେ ସନ୍ତାନଗଣଙ୍କ ଉପରେ ୟିଏ ଆକ୍ରମଣ କରିବାକୁ ନତେୃତ୍ବ ନବେ। ସେ ଗିଲିଯଦ ରେ ବାସ କରୁଥିବା ଲୋକମାନଙ୍କ ଉପରେ ରାଜତ୍ବ କରିବ?