ବିଚାରକର୍ତାମାନଙ୍କ ବିବରଣ 11:14 · ଓଡ଼ିଆ ବାଇବେଲ
ତେଣୁ ଦୂତଗଣ ଏହି ଖବର ଆଣି ୟିଲ୍ଗହକକ୍ସ୍ଟ ଦେଲେ। ଏହାପରେ ୟିଲ୍ଗହ ପକ୍ସ୍ଟନର୍ବାର ଅମ୍ମାନରେ ରାଜା ନିକଟକକ୍ସ୍ଟ ଦୂତ ପଠାଇଲେ।
Cross references
ଗୀତସଂହିତା 120:7
ମୁଁ କହିଲି, ମୁଁ ଶାନ୍ତି ଚା ହେଁ, କିନ୍ତୁ ସମାନେେ ୟୁଦ୍ଧ ଚାହାଁନ୍ତି।
ରୋମୀୟଙ୍କ ପ୍ରତି ପତ୍ର 12:18
ଲୋକଙ୍କ ସହିତ ଶାନ୍ତି ରେ ରହିବା ପାଇଁ ଯଥାସାଧ୍ଯ ଚେଷ୍ଟା କର।
ଏବ୍ରୀ 12:14
ସମସ୍ତଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣଙ୍କର ଜୀବନ ପବିତ୍ର ନୁହେଁ, ତା' ହେଲେ ସେ ପ୍ରଭୁଙ୍କୁ କବେେ ହେଲେ ଦେଖି ପାରିବ ନାହିଁ।
ପିତରଙ୍କ ପ୍ରଥମ ପତ୍ 3:11
ସେ ମନ୍ଦ କାର୍ୟ୍ଯ ନିଶ୍ଚୟ ବନ୍ଦ କରୁ ଓ ଭଲ କାମ କରୁ। ସେ ଶାନ୍ତି ପାଇବା ପାଇଁ ଲକ୍ଷ୍ଯ ରଖି ଚେଷ୍ଟା କରିବା ଉଚିତ।