ବିଚାରକର୍ତାମାନଙ୍କ ବିବରଣ 10:3 · ଓଡ଼ିଆ ବାଇବେଲ
ଏହାପରେ ପରମେଶ୍ବର ଆଉ ଜଣେ ବିଗ୍ଭରକଙ୍କକ୍ସ୍ଟ ପଠାଇଲେ। ତାଙ୍କର ନାମ ଥିଲା ୟାଯୀର ଯେ କି ଥିଲେ ଗିଲିଯଦର ଅଧିବାସୀ। ୟାଯୀର ଇଶ୍ରାୟେଲର ଉପରେ ବାଇଶିବର୍ଷ ଧରି ବିଗ୍ଭରକ ହାଇେ ରହିଲେ।
Cross references
ଆଦି ପୁସ୍ତକ 31:48
ଲାବନ ଯାକୁବକୁ କହିଲା, ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହାଇେ ରହିଲାା ଯେଉଁଥି ପାଇଁ ତାହାର ନାମ ଗଲଯଦ ଓ ମିସ୍ପା ରଖିଲା।
ଗଣନା ପୁସ୍ତକ 32:29
ପୁଣି ମାଶାେ ସମାନଙ୍କେୁ କହିଲେ, ଯଦି ଗାଦ ଗୋଷ୍ଠୀର ଓ ରୁବନେ ପରିବାରର ସୈନ୍ଯମାନେ ତୁମ୍ଭ ସହିତ ୟୁଦ୍ଧ କରିବା ପାଇଁ ଓ ଦେଶ ଅଧିକାର କରିବାକୁ ସଦାପ୍ରଭୁଙ୍କ ଆଗ ରେ ୟାଆନ୍ତି, ତବେେ ତୁମ୍ଭମାନେେ ଅଧିକାରାର୍ଥେ ସୁତ୍ର ରେ ସମାନଙ୍କେୁ ଗିଲିଯଦ ଦେଶ ଦବୋ ଉଚିତ୍।