Home Bibles ବିଚାରକର୍ତାମାନଙ୍କ ବିବରଣ 1:3 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 1:3 · ଓଡ଼ିଆ ବାଇବେଲ

ୟିହକ୍ସ୍ଟଦାର ପରିବାରବର୍ଗ ସମାନଙ୍କେର ଭାଇମାନେଶିମିଯୋନର ପରିବାରବର୍ଗରକ୍ସ୍ଟ ସାହାୟ୍ଯ ମାଗିଲେ। ୟିହକ୍ସ୍ଟଦା ଲୋକମାନେ କହିଲେ, ଭାଇମାନେ, ସଦାପ୍ରଭୁ ଆମ୍ଭକକ୍ସ୍ଟ କିଛି ଭୂମି ଦବୋକକ୍ସ୍ଟ ପ୍ରତିଜ୍ଞା କରିଅଛନ୍ତି। ଯଦି ତୁମ୍ଭେ ଆମ୍ଭର ଭୂମି ପାଇଁ ଆମ୍ଭର ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରିବା ପାଇଁ ଆଗଇେ ଆସିବ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ତୁମ୍ଭକୁ ସାହାୟ୍ଯ କରିବକ୍ସ୍ଟ।ଶିମିଯୋନର ଲୋକମାନେ ସୋମାନଙ୍କର ଭୂମି ପାଇଁ ସମାନଙ୍କେୁ ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରିବାକୁ ରାଜି ହେଲେ।

Cross references

ଆଦି ପୁସ୍ତକ 29:33

ଲୟୋ ପୁନ୍ନରାଯ ଗର୍ଭବତୀ ହାଇେ ଅନ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ। ସେ ତାଙ୍କର ନାମ ଦଲୋଶିମିଯୋନ, ସେ ଶୁଣି ପାରିଲା। ଲୟୋ କହିଲା, ସଦାପ୍ରଭୁ ଶୁଣିଲେ ଯେ ମାେ ସ୍ବାମୀ ମାେତେ ଘୃଣା କରନ୍ତି। ତେଣୁ ସେ ମାେ କୋଳ ରେ ଏହି ସନ୍ତାନ ଦଇେଛନ୍ତି।

ଯିହୋଶୂୟ 19:1

ଏହାପରେ ଯିହାଶୂେୟ ଶିମିୟୋନ ପରିବାରବର୍ଗମାନଙ୍କର ଗୋଷ୍ଠୀକକ୍ସ୍ଟ ସମାନଙ୍କେର ଅଧିକାର ଭୂମି ଦେଲେ। ତାଙ୍କୁ ଯେଉଁ ଭୂମି ଦିଆଗଲା, ତାହା ୟିହକ୍ସ୍ଟଦାର ଅନ୍ତର୍ଗତ ଥିଲା।

ବିଚାରକର୍ତାମାନଙ୍କ ବିବରଣ 1:17

ୟିହକ୍ସ୍ଟଦା ଓ ତାଙ୍କର ଭାଇମାନେ ମିଶିଶିମିଯୋନ ପରିବାରବର୍ଗ ସହିତ ଗଲେ, ସମାନେେ ସଫାତ୍ବାସୀ କିଣାନୀଯମାନଙ୍କୁ ଆଘାତ କରି ସହେି ନଗରକକ୍ସ୍ଟ ବର୍ଜିତ ରୂପେ ବିନାଶ କଲେ ଏବଂ ସହେି ନଗର ନାମ ହେଲା ହର୍ମା।

ଦିତୀୟ ଶାମୁୟେଲ 10:11

ଯୋୟାବ ଅବିଶଯକକ୍ସ୍ଟ କହିଲେ, ଯଦି ଅରାମୀଯମାନେ ମାେ ପାଇଁ ୟକ୍ସ୍ଟଦ୍ଧ ରେ ବହକ୍ସ୍ଟତ ଶକ୍ତିଶାଳୀ ହକ୍ସ୍ଟଅନ୍ତି, ତବେେ ତୁମ୍ଭେ ମାେତେ ସାହାୟ୍ଯ କରିବ। କିନ୍ତୁ ଯଦି ଅେମ୍ମାନୀୟ ତକ୍ସ୍ଟମ୍ଭ ପାଇଁ ଶକ୍ତିଶାଳୀ ହକ୍ସ୍ଟଅନ୍ତି, ତବେେ ମୁ ଆସିବି ଏବଂ ତକ୍ସ୍ଟମ୍ଭଙ୍କକ୍ସ୍ଟ ସାହାୟ୍ଯ କରିବି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:7

ଶିମିୟୋନ ପରିବାରବର୍ଗରୁ 12,000, ଲେବୀ ପରିବାରବର୍ଗରୁ 12,000, ଇସାଖର ପରିବାରବର୍ଗରୁ 12,000

Interlinear

Choose Theme