ସହେି ବ୍ଯକ୍ତିଜଣକ ଅନକ୍ସ୍ଟଚରମାନଙ୍କୁ ସହରକକ୍ସ୍ଟ ଗକ୍ସ୍ଟଲ୍ଗପଥ ଦଖାଇେ ଥିଲେ। ଯୋଷଫେର ପରିବାରବର୍ଗ ଖଣ୍ତା ରେ ବୈଥେଲ୍ର ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। କିନ୍ତୁ ସମାନେେ ସହେି ଲୋକଙ୍କକ୍ସ୍ଟ ମାରି ନଥିଲେ ୟିଏ ସମାନଙ୍କେୁ ଗକ୍ସ୍ଟଲ୍ଗପଥ ଦଖାଇେଥିଲେ। ସମାନେେ ତାକକ୍ସ୍ଟ ଓ ତାହାର ପରିବାରବର୍ଗକକ୍ସ୍ଟ ସ୍ବାଧିନ ଭାବରେ ୟିବାକକ୍ସ୍ଟ ଅନକ୍ସ୍ଟମତି ଦେଲେ।
Cross references
ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ଡାକି କହିଲେ, ତୁମ୍ଭେ ସେ ବେଶ୍ଯା ଗୃହକକ୍ସ୍ଟ ୟାଅ ଓ ତାକକ୍ସ୍ଟ ବାହାରକକ୍ସ୍ଟ ଆଣ ଏବଂ ତାହା ସହିତ ଥିବା ସମସ୍ତ ଲୋକଙ୍କକ୍ସ୍ଟ ମଧ୍ଯ ବାହାରକକ୍ସ୍ଟ ଆଣ। ଏହିପରି କର କାରଣ ତୁମ୍ଭେ ସମାନଙ୍କେ ସହିତ ଏହିପରି ପ୍ରତିଜ୍ଞା କରିଅଛ।
ତେଣୁ ସେ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚର ଗୃହ ମଧ୍ଯକକ୍ସ୍ଟ ପ୍ରବେଶ କଲେ ଏବଂ ରାହବକକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସମାନେେ ମଧ୍ଯ ରାହବର ପିତା, ମାତା, ଭଉଣୀ ଏବଂ ତା'ର ସମସ୍ତ ପରିବାରବର୍ଗ ଏବଂ ତାହା ସହିତ ଥବା ସମସ୍ତ ଲୋକମାନଙ୍କୁ ବାହାରକକ୍ସ୍ଟ ଆଣିଲେ। ଏବଂ ସମାନଙ୍କେୁ ଇଶ୍ରାୟେଲର ଛାଉଣୀ ବାହା ରେ ନରାପଦ ରେ ରଖିଲେ।
ୟିହୋଶୂଯ ରାହବକକ୍ସ୍ଟ ଓ ତା'ର ପରିବାରବର୍ଗମାନଙ୍କୁ ରକ୍ଷା କଲେ କାରଣ ସେ ଗକ୍ସ୍ଟଲ୍ଗଚରମାନଙ୍କୁ ସାହାୟ୍ଯ କରିଥିଲା ଓ ରକ୍ଷା କରିଥିଲା। ଯିରୀହାେ ସହର ଉପରେ ଗକ୍ସ୍ଟଲ୍ଗ ଦୃଷ୍ଟି ରଖିବା ପାଇଁ ଯିହାଶୂେୟ ପଠାଇଥିବା ଗକ୍ସ୍ଟଲ୍ଗଚରମାନଙ୍କୁ ଲକ୍ସ୍ଟଗ୍ଭଇ ରଖିଥିଲା। ତେଣୁ ରାହବ ଏବେ ମଧ୍ଯ ଇଶ୍ରାୟେଲମାନଙ୍କ ସହିତ ବାସ କରୁଅଛି।