ପକ୍ସ୍ଟଣି ଦେଖ, ଏହିସବୁ ଦ୍ରାକ୍ଷାରସର କକ୍ସ୍ଟଐା, ନୂତନ ଦ୍ରାକ୍ଷା ରସ ରେ ଭର୍ତ୍ତି କରିଥିଲକ୍ସ୍ଟ ତାହା ଫାଟି ୟାଇଛି। ଏବଂ ଆମ୍ଭକକ୍ସ୍ଟ ଲକ୍ଷ୍ଯକର, ବହକ୍ସ୍ଟତ ଦୂର ୟାତ୍ରା କରିଥିବାରକ୍ସ୍ଟ ଆମ୍ଭମାନଙ୍କର ଲକ୍ସ୍ଟଗା ଓ ଜୋତା କିପରି ପକ୍ସ୍ଟରକ୍ସ୍ଟଣା ହାଇଗେଲାଣି।
Cross references
ସଦାପ୍ରଭୁ ତୁମ୍ଭମାନଙ୍କୁ ଗ୍ଭଳିଶ ବର୍ଷ ମରକ୍ସ୍ଟ ଅଞ୍ଚଳ ରେ ଆଗଇେ ଆଣିଲେ ତୁମ୍ଭମାନେେ ଦେଖିଲ ଯେ ତୁମ୍ଭର ପୋଷାକ ଆଦୌ ଚିରିନଥିଲା। ତୁମ୍ଭର ୟୋତା ମଧ୍ଯ ନଷ୍ଟ ହାଇେ ନଥିଲା।
ସମାନେେ ମଧ୍ଯ ପାଦ ରେ ପକ୍ସ୍ଟରକ୍ସ୍ଟଣା ତାଳିପକା ଜୋତା ଓ ଦହେ ରେ ପକ୍ସ୍ଟରକ୍ସ୍ଟଣା ତାଳିପକା ଲକ୍ସ୍ଟଗା ପିନ୍ଧିଲେ। ସମାନେେ ଶକ୍ସ୍ଟଖିଲା ଓ ଫିଐା ରୋଟୀ ଗଧ ଉପରେ ନଦିଲେ।
ସହେି ଭଳି କହେି କବେେ ହେଲେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡା-ପାତ୍ର ରେ ରେଖ ନାହିଁ। ଯଦି ତାହା କରେ ତବେେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡା ପାତ୍ରକୁ ଫଟାଇ ଦବେ ଓ ଚମଡା ପାତ୍ର ସହିତ ଦ୍ରାକ୍ଷାରସ ମଧ୍ଯ ନଷ୍ଟ ହାଇୟିବେ। ସେଥିପାଇଁ ନୂଆ ଦ୍ରାକ୍ଷାରସ ନୂଆ ଚମଡା ପାତ୍ର ରେ ହିଁ ରଖା ଯାଇଥାଏ।
କୌଣସି ଲୋକ ପୁରୁଣା ଚମଡା ଥଳିଗୁଡିକରେ ନୂଆ ଦ୍ରାକ୍ଷାରସ ଢାଳେ ନାହିଁ। ଯଦି ସେ ଏପରି କରେ ତବେେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡା ଥଳିଗୁଡିକୁ ଚିରିଦବେ। ଦ୍ରାକ୍ଷାରସ ଢାଳି ହାଇଯେିବ ଓ ଥଳିଗୁଡିକ ନଷ୍ଟ ହାଇଯେିବ।