କିନ୍ତୁ ଅଯର ରାଜାଙ୍କକ୍ସ୍ଟ ଜୀବିତ ଅବସ୍ଥା ରେ ଯିହାଶୂେୟଙ୍କ ନିକଟକକ୍ସ୍ଟ ଆଣିଲେ।
Cross references
ଯିହାଶୂେୟ ଅଯର ରାଜାଙ୍କକ୍ସ୍ଟ ସଂନ୍ଧ୍ଯା ପର୍ୟ୍ଯନ୍ତ ଗଛ ରେ ଝକ୍ସ୍ଟଲଇେ ରଖିଲେ। ସୂର୍ୟ୍ଯାସ୍ତ ପରେ ଯିହାଶୂେୟଙ୍କ ଆଜ୍ଞାନକ୍ସ୍ଟସା ରେ ଲୋକମାନେ ସେ ଶବକକ୍ସ୍ଟ ଗଛରକ୍ସ୍ଟ ଆଣିଲେ। ସମାନେେ ସହେି ଶବକକ୍ସ୍ଟ ନଗରର ପ୍ରବେଶ ଫାଟକ ସମ୍ମକ୍ସ୍ଟଖ ରେ ଫୋପାଡି ଦେଲେ ଏବଂ ତା' ଉପରେ ପଥର ଗଦା କଲେ। ତାହା ସଠାେରେ ଆଜି ପର୍ୟ୍ଯନ୍ତ ମଧ୍ଯ ଅଛି।
ତେଣୁ ସହେି ପାଞ୍ଚ ରାଜା ପାଳାଇ ମକ୍କଦୋ ଗକ୍ସ୍ଟମ୍ଫା ରେ ଲକ୍ସ୍ଟଚି ରହିଛନ୍ତି। ଏକଥା ୟିହୋଶୂଯ ଯେତବେେଳେ ଜାଣିଲେ,
ଯିହାଶୂେୟ କହିଲେ, ଗକ୍ସ୍ଟମ୍ଫା ମୁହରକ୍ସ୍ଟ ପଥର ଖଣ୍ତାମାନ କାଢ ଏବଂ ସହେି ପାଞ୍ଚଜଣ ରାଜାଙ୍କକ୍ସ୍ଟ ମାେ ସମ୍ମକ୍ସ୍ଟଖକକ୍ସ୍ଟ ଆଣ।
ସେ ଅମାଲକେୀଯ ରାଜା ଅଗାଗ୍କକ୍ସ୍ଟ ଜୀବନ୍ତ ଧରିଲେ। କିନ୍ତୁ ତାଙ୍କ ସନୋବୀହିନୀର ଅନ୍ୟ ସମସ୍ତଙ୍କକ୍ସ୍ଟ ହତ୍ଯା କଲେ।
କିନ୍ତୁ ସହେି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ଯଦ୍ ବକ୍ତା ମଧ୍ଯ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ଯଦ୍ ବକ୍ତା ସହେି ପଶୁ ପାଇଁ ବହୁତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଥିଲା। ଏହି ପଶୁ, ୟିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସହେି ଭଣ୍ଡ ଭବିଷ୍ଯଦ୍ ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦ ରେ ଜୀବନ୍ତ ଫିଙ୍ଗି ଦିଆଗଲା।