Home Bibles ଯିହୋଶୂୟ 5:7 · ଓଡ଼ିଆ ବାଇବେଲ
ଯିହୋଶୂୟ 5:7 · ଓଡ଼ିଆ ବାଇବେଲ

ସମାନେେ ବାଟରେ ସକ୍ସ୍ଟନ୍ନତ ହାଇେ ନଥିଲେ, ତେଣୁ ସମାନେେ ରାସ୍ତା ରେ ଯିହାଶୂେୟଙ୍କ ଦ୍ବାରା ସକ୍ସ୍ଟନ୍ନତ ହେଲେ।

Cross references

ଆଦି ପୁସ୍ତକ 34:14

ତେଣୁ ଭାଇମାନେ ତାଙ୍କୁ କହିଲେ, ଆମ୍ଭମାନେେ ତୁମ୍ଭ ସହିତ ଆମର ଭଉଣୀକୁ ବୀବୀହ ଦଇପୋରିବୁ ନାହିଁ। କାରଣ ତୁମ୍ଭମାନେେ ଏପର୍ୟ୍ଯନ୍ତ ସୁନ୍ନତ ହାଇେ ନାହଁ। ଆମ ଭଉଣୀ ସହିତ ବିବାହ କରିବା ଏହା ବହୁତ ଭୁଲ ହବେ।

ଗଣନା ପୁସ୍ତକ 14:31

ତୁମ୍ଭେ କହିଲ, ତୁମ୍ଭ ପିଲାମାନଙ୍କୁ ବୋହି ନିଆୟିବ। କିନ୍ତୁ ସମାନଙ୍କେୁ ମୁଁ ସହେି ସ୍ଥାନକୁ ଆଣିବି। ଆଉ ତୁମ୍ଭମାନେେ ଯେଉଁ ଦେଶକୁ ପ୍ରତ୍ଯାଖ୍ଯାନ କରିଥିଲ, ସମାନେେ ତାହା ଉପଭୋଗ କରିବେ।

ଦିତୀୟ ବିବରଣ 1:39

ସଦାପ୍ରଭୁ କହିଲେ, 'ତୁମ୍ଭମାନେେ କହକ୍ସ୍ଟଥିଲ, ତୁମ୍ଭମାନଙ୍କର ଶତୃମାନଙ୍କ ଦ୍ବାରା ତୁମ୍ଭର ପିଲାମାନେ ଲକ୍ସ୍ଟଟିତ ହବେେ। କିନ୍ତୁ ସହେି ପିଲାମାନେ ସହେି ଦେଶକକ୍ସ୍ଟ ଯିବେ ଏବଂ ସମାନଙ୍କେୁ ସହେି ସ୍ଥାନ ଦବୋ। ଆମ୍ଭେ ତୁମ୍ଭର ପିଲାମାନଙ୍କୁ ଦୋଷ ଦବୋ ନାହିଁ। ତୁମ୍ଭର ଦୋଷ ପାଇଁ, କାରଣ ସମାନଙ୍କେର ଭଲମନ୍ଦ ବିଚାର କରିବାର ଜ୍ଞାନ ନାହିଁ। ସମାନେେ ବହକ୍ସ୍ଟତ ସାନ, ସମାନେେ ଠିକ୍ ଭୂଲ ବକ୍ସ୍ଟଝିପାରକ୍ସ୍ଟ ନାହାଁନ୍ତି। ତୁମ୍ଭମାନଙ୍କର ପିଲାମାନଙ୍କୁ ସହେିଦେଶ ସବୁ ଦବେ।

Interlinear

Choose Theme