ତୁମ୍ଭମାନେେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ସର୍ବଦା ପ୍ ରମେ କରୁଥିବ।
Cross references
କିନ୍ତୁ ମୁଁ ସହେି ଲୋକମାନଙ୍କ ପ୍ରତି ଦୟାକରେ, ଯେଉଁମାନେ ମାରେ ନିଯମ ପାଳନ କରନ୍ତି ଓ ମାେତେ ପ୍ ରମେ କରନ୍ତି, ମୁଁ ତାଙ୍କର ହଜାର ହଜାର ପୁରୁଷଙ୍କର ଦୟା କରେ।
କିନ୍ତୁ ସାବଧାନ ହକ୍ସ୍ଟଅ। ନିଶ୍ଚିତ ରୂପେ ତୁମ୍ଭମାନେେ ବଞ୍ଚିଥିବା ପର୍ୟ୍ଯନ୍ତ ତୁମ୍ଭମାନେେ ଦେଖିଥିବା କାର୍ଯଗୁଡିକ କଦାପି ଭକ୍ସ୍ଟଲିବ ନାହିଁ। ତୁମ୍ଭମାନେେ ତୁମ୍ଭର ସନ୍ତାନମାନଙ୍କୁ ଓ ତୁମ୍ଭର ନାତୀନାତକ୍ସ୍ଟଣୀମାନଙ୍କୁ ସଗେକ୍ସ୍ଟଡିକ ଶିକ୍ଷା ଦିଅ।
ସହେିଦିନ ସଦାପ୍ରଭୁ ତୁମ୍ଭମାନଙ୍କୁ ସହେି ଅଗ୍ନିଶିଖାରକ୍ସ୍ଟ କଥା କହିବା ସମୟରେ (ହାରେବେ ରେ) ତୁମ୍ଭମାନେେ ତାଙ୍କର କୌଣସି ମୂର୍ତ୍ତି ଦେଖିଲ ନାହିଁ।
ଏଣୁ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ପ୍ ରମେ କରିବ।
ମୁ ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଉଛି, ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ପ୍ ରମେ କର। ତୁମ୍ଭମାନେେ ତାଙ୍କୁ ଅନକ୍ସ୍ଟସରଣ କରି ତାଙ୍କର ବାକ୍ଯମାନ, ନିଯମ ବିଧି ପାଳନ କର। ତବେେ ତୁମ୍ଭମାନେେ ବଞ୍ଚିବ ଏବଂ ତୁମ୍ଭର ଜାତି ବଢିବ। ପକ୍ସ୍ଟଣି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦେଉଥିବା ଦେଶ ରେ ତୁମ୍ଭକୁ ଆଶୀର୍ବାଦ କରିବେ, ଯେଉଁଠାକକ୍ସ୍ଟ ତୁମ୍ଭମାନେେ ଅଧିକାର କରିବା ପାଇଁ ଯାଉଛ।
ତୁମ୍ଭମାନେେ ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶଓରଙ୍କୁ ପ୍ ରମେ କରିବ ଓ ଭଲ ପାଇବ। ତାଙ୍କୁ ମାନି ଚଳିବ। ତାଙ୍କୁ କଦାପି ଛାଡିବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଜୀବନ, ଏବଂ ସଦାପ୍ରଭୁ ତୁମ୍ଭକୁ ଦୀର୍ଘ୍ଯ ଜୀବନ ଦବେେ ସହେି ଦେଶ ରେ, ଯେଉଁ ଦେଶ ଦବୋ ପାଇଁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇସହାକ୍ ଏବଂ ୟାକକ୍ସ୍ଟବଙ୍କକ୍ସ୍ଟ କହିଥିଲେ।
କିନ୍ତୁ ମନରେଖ-ସର୍ବଦା ମାଶାେ ଦଇେଥିବା ନିଯମକକ୍ସ୍ଟ ନିଶ୍ଚଯ ପାଳନ କରିବ। ତୁମ୍ଭମାନେେ ନିଶ୍ଚିତ ଭାବରେ ସଦାପ୍ରଭୁ ପରମେଶଓରଙ୍କୁ ପ୍ ରମେ କରିବ। ଏବଂ ତାଙ୍କ ଆଦେଶ ସର୍ବଦା ମାନି ଚଳିବ। ତୁମ୍ଭମାନେେ ନିଶ୍ଚିତ ଭାବରେ ତାହା ମନପ୍ରାଣ ଦଇେ ପାଳନ କରିବ।
ତୁମ୍ଭର ହୃଦଯକୁ ଅତି ଯତ୍ନର ସହ ପରିଚାଳିତ କର। ଯେ ହତେୁ ତହିଁରୁ ଜୀବନର ପ୍ରବାହ ଜନ୍ମ ଲାଭ କରେ।
ସାବଧାନ ରୁହ। ତୁମ୍ଭମାନେେ ମଦ୍ଯପାନ କରି ମାତାଲ ହାଇେ ନିଜ ସମୟ ନଷ୍ଟ କରନାହିଁ। ସାଂସାରିକ ବସ୍ତୁଗୁଡିକ ବିଷୟ ରେ ଅତ୍ଯଧିକ ଚିନ୍ତିତ ହାଇେ ପଡନାହିଁ। ସଭେଳେ କଲେ ତୁମ୍ଭମାନେେ ଜଡ ହାଇଯେିବ ଓ ଉଚିତ କଥା କବେେ ଭାବି ପାରିବ ନାହିଁ। ଏବଂ ତୁମ୍ଭମାନେେ ପ୍ରସ୍ତୁତ ନଥିବା ବେଳେ ଅନ୍ତିମକାଳ ଆସି ଯାଇପା ରେ।
ଆମ୍ଭେ ଜାଣୁ ଯେ, ଯେଉଁ ମାନେ ତାହାଙ୍କୁ ପ୍ ରମେ କରନ୍ତି ସମାନଙ୍କେ ପାଇଁ ପରମେଶ୍ବର ପ୍ରତକେ ବିଷୟ ରେ ମଙ୍ଗଳ ଜନ୍ମାନ୍ତି।ପରମେଶ୍ବର ଏହି ଲୋକମାନଙ୍କୁ ବାଛିଛନ୍ତି, କାରଣ ଏହାହିଁ ତାଙ୍କର ଯୋଜନା ଥିଲା।
କିନ୍ତୁ ୟିଏ ପରମେଶ୍ବରଙ୍କୁ ପ୍ ରମେ କରେ, ପରମଶ୍ବର ତାହାର ପରିଚୟ ନିଅନ୍ତି।
ଯଦି କିଏ ପ୍ରଭୁଙ୍କୁ ପ୍ ରମେ କରୁ ନାହିଁ, ତାହାହେଲେ ସେ ଲୋକ ପରମେଶ୍ବରଙ୍କ ଠାରୁ ବିଚ୍ଛିନ୍ନ ହାଇେ ସେ ଅନନ୍ତକାଳ ପାଇଁ ବିନଷ୍ଟ ହବେ।
ଅତଏବ କିପରି ଜୀବନ କାଟୁଅଛ, ଏବିଷୟ ରେ ବିଶଷେ ସାବଧାନ ରୁହ। ନିର୍ ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର।
ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ଯରୁ କହେି ପରମେଶ୍ବରଙ୍କ ଅନୁଗ୍ରହ ପାଇବା ରେ ବଞ୍ଚିତ ହବେ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସଭେଳି ଲୋକ ସମୁଦାୟ ଦଳକୁ ନଷ୍ଟ କରି ଦବେେ।
କିନ୍ତୁ ମାରେ ପ୍ରିୟ ବନ୍ଧୁଗଣ, ତୁମ୍ଭମାନେେ ନିଜର ପବିତ୍ର ବିଶ୍ବାସ ଉପରେ ନିଜନିଜ ଜୀବନକୁ ଦୃଢ଼ ଭାବରେ ଗଢ଼। ପବିତ୍ର ଆତ୍ମାଙ୍କ ସାହାୟ୍ଯ ରେ ପ୍ରାର୍ଥନା କର।