ଯିହାଶୂେୟ ସମାନଙ୍କେୁ କହିଲେ, ମାଶାେ ଥିଲେ ସଦାପ୍ରଭୁଙ୍କର ସବେକ। ମାଶାେ ଯାହା କହିଥିଲେ, ଆପଣାମାନେ ତାଙ୍କର ବାକ୍ଯ ଅନକ୍ସ୍ଟସା ରେ ସମସ୍ତ କାର୍ୟ୍ଯ କରିଛନ୍ତି ଏବଂ ସର୍ବୋପରି ତୁମ୍ଭମାନେେ ମାରେ ଆଜ୍ଞା ମାନିଛ।
Cross references
ତେଣୁ ମାଶାେ ସମାନଙ୍କେୁ କହିଲେ, ତୁମ୍ଭମାନେେ ଯବେେ ଏହିସବୁ କରିବ, ତବେେ ଏହି ଭୂମି ତୁମ୍ଭର ଅଧିକୃତ ହବେ। କିନ୍ତୁ ତୁମ୍ଭର ସୈନ୍ଯମାନେ ସସଜ୍ଜ ହାଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ୟୁଦ୍ଧ କରିବାକୁ ଆଗଇେ ଯିବେ।
ଏବଂ ଗିଲିଯଦ ଠାରକ୍ସ୍ଟ ଅର୍ନୋନ୍-ଉପତ୍ୟକା ପର୍ୟ୍ଯନ୍ତ ସମସ୍ତ ଭୂମି ଏବଂ ଉପତ୍ୟକାର ମଧ୍ଯସ୍ଥାନ ଓ ତାହାର ସୀମା ସମସ୍ତ ଏବଂ ସଠାେରକ୍ସ୍ଟ ଅେମ୍ମାନୀୟମାନଙ୍କର ସୀମା ଯଦ୍ଦୋକ୍ ନଦୀ ପର୍ୟ୍ଯନ୍ତ ମୁ ରକ୍ସ୍ଟବନେ ଓ ଗାଦ ଗୋଷ୍ଠୀକକ୍ସ୍ଟ ଦଲେି।
ସହେି ସମୟରେ ମୁ ସହେି ଗୋଷ୍ଠୀଯମାନଙ୍କୁ ନିର୍ଦ୍ଦେଶ ଦଇେ କହିଲି: 'ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ବାସ କରିବାକୁ ଏହି ୟର୍ଦ୍ଦନ କୂଳସ୍ଥ ଦେଶ ଦଇେଛନ୍ତି। କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କେ ମଧ୍ଯରକ୍ସ୍ଟ ବୀର ଗୋଷ୍ଠୀଯମାନେ ସୂସଜ୍ଜ ହାଇେ ତୁମ୍ଭମାନଙ୍କ ଭାଇମାନଙ୍କର ଇଶ୍ରାୟେଲ-ସନ୍ତାନମାନଙ୍କ ସମ୍ମିଖ ରେ ପାର ହାଇଯେିବେ।
କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କର ଇଶ୍ରାୟେଲୀୟ ଭାତୃଗଣମାନଙ୍କୁ ସାହାୟ୍ଯ କର। ଯେ ପର୍ୟ୍ଯନ୍ତ ସମାନେେ ସଦାପ୍ରଭୁଙ୍କ ଦତ୍ତ ୟର୍ଦ୍ଦନ ସପୋରିସ୍ଥ ଭୂମିରେ ବାସ କରନ୍ତି। ସମାନେେ ତୁମ୍ଭମାନଙ୍କ ପରି ଭୂମି ପାଇବା ପ୍ରର୍ୟ୍ଯନ୍ତ, ସମାନଙ୍କେୁ ସାହାୟ୍ଯ କର। ଏହାପରେ ତୁମ୍ଭମାନେେ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦିଆୟାଇଥିବା ଏହି ନିଜ ନିଜ ଦେଶକକ୍ସ୍ଟ ଫରେିୟିବ।'
ତା'ପରେ ଯିହାଶୂେୟ ରୂବନେୀଯ ଗୋଷ୍ଠୀବର୍ଗଙ୍କକ୍ସ୍ଟ ଓ ଗାଦୀଯ ଏବଂ ମିନଃଶିର ଅର୍ଦ୍ଧ ଗୋଷ୍ଠୀବର୍ଗଙ୍କକ୍ସ୍ଟ ଯିହାଶୂେୟ କହିଲେ,
ମନରେଖ, ସଦାପ୍ରଭୁଙ୍କର ସବେକ ମାଶାେ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦଇେଥିଲେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏକ ବିଶ୍ରାମ ସ୍ଥାନ ଦବେେ। ସେ ତୁମ୍ଭମାନଙ୍କୁ ଏହି ଦେଶ ଦବେେ।