ଗେର୍ଶୋନର ସନ୍ତାନଗଣ ଇଷାଖର ବଂଶର ସମସ୍ତ ବଂଶରକ୍ସ୍ଟ ଏବଂ ଅଶରେ ବଂଶ, ନଲ୍ଗାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରକ୍ସ୍ଟ ତରଟେି ନଗର ପାଇଲେ।
Cross references
ଲବେୀ 137 ବର୍ଷ ବଞ୍ଚିଥିଲେ। ଲବେୀଙ୍କର ସନ୍ତାନମାନେ ଥିଲେ, ଗେର୍ଶାେନ୍, କହାତ୍ ଓ ମରାରି।
ଗେର୍ଶାେନଙ୍କର ଦୁଇଜଣ ସନ୍ତାନ ଥିଲେ, ଲିବ୍ନି ଓ ଶିମିଯି।
ଗେର୍ଶୋନଠାରୁ ଲିବନି ବଂଶ ଓ ଶିମିଯିର ବଂଶ ଉତ୍ପନ୍ନ ହେଲେ, ଏମାନେ ଗେର୍ଶୋନୀଯ ବଂଶ।
ଗେର୍ଶୋନ୍ ପରିବାର ମଧ୍ଯ ଲବେୀୟ ପରିବାରବର୍ଗରକ୍ସ୍ଟ ଥିଲେ।
ନିଜ ନିଜ ବଂଶାନକ୍ସ୍ଟସା ରେ ଗେର୍ଶୋନୀଯ ଲୋକମାନେ ସର୍ବସକ୍ସ୍ଟଦ୍ଧା ତଳଭୂମି ସମତେ ତରଟେି ନଗର ପାଇଲେ।
କିନ୍ତୁ ସମାନେେ ସହରଠାରୁ ଦୂର ରେ ଥିବା କ୍ଷେତ୍ର ଓ ଗ୍ରାମସବୁ ୟୁଫୁନ୍ନିର ପୁତ୍ର କାଲବଙ୍କେୁ ଦେଲେ।
ଗେର୍ଶୋନଙ୍କ ଗୋଷ୍ଠୀ ତରେ ଗୋଟି ନଗର ପ୍ରାପ୍ତ ହେଲା। ସମାନେେ ଇଷାଖର, ଆଶରେ, ନପ୍ତାଲି ଓ ବାଶନ ଅଞ୍ଚଳ ରେ ବାସ କରୁଥିବା ମନଃଶିର ଅବଶିଷ୍ଟ ବଂଶଠାରୁ ସହେି ନଗରଗୁଡ଼ିକ ପ୍ରାପ୍ତ ହେଲେ।
ଗେର୍ଶୋନଙ୍କ ଗୋଷ୍ଠୀ ମନଃଶିଙ୍କ ଅର୍ଦ୍ଧକେ ଗୋଷ୍ଠୀଠାରୁ ଭୂମି ପାଇଲେ, ସମାନେେ ଗୋଲନର ନଗରସବୁ ବାଶନର ଓ ଅଷ୍ଟାରୋତ ନଗରସବୁ ଚାରଣ ଭୂମି ସହ ପାଇଲେ।