Home Bibles ଯିହୋଶୂୟ 21:20 · ଓଡ଼ିଆ ବାଇବେଲ
ଯିହୋଶୂୟ 21:20 · ଓଡ଼ିଆ ବାଇବେଲ

କହାତର ଅବଶିଷ୍ଟ ସନ୍ତାନଗଣ ଯେଉଁମାନେ କି କହାତ ସନ୍ତାନ ଲବେୀୟମାନଙ୍କ ବଂଶ ସମୂହ ଇଫ୍ରଯିମ ବଂଶରକ୍ସ୍ଟ ସମାନଙ୍କେର ନିଜର ନଗର ବାଣ୍ଟି ନେଲେ।

Cross references

ଯିହୋଶୂୟ 21:5

କହାତର ଅବଶିଷ୍ଟ ବଂଶଧରମାନେ ଇଫ୍ରଯିମ ବଂଶର ସମସ୍ତ ବଂଶରକ୍ସ୍ଟ ଓ ଦାନବଂଶ ଏବଂ ମନଃଶିର ଅର୍ଦ୍ଧବଂଶରକ୍ସ୍ଟ ଦଶ ନଗର ପାଇଲେ।

ପ୍ରଥମ ବଂଶାବଳୀ 6:51

ବୁକ୍କି ଅବୀଶୂଯଙ୍କ ପୁତ୍ର ଥିଲେ। ଉଷି ସରହିଯଙ୍କ ପୁତ୍ର ଥିଲେ। ସରହିଯ ଯିଷିଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 6:66

ଇଫ୍ରଯିମ୍ ଗୋଷ୍ଠୀ କହାତ୍ର କେତକେ ପରିବାର କିଛି ନଗରୀଗୁଡ଼ିକ ଦେଲେ।

Interlinear

Choose Theme