ଯିହୋଶୂୟ 19:7 · ଓଡ଼ିଆ ବାଇବେଲ
ଐନ୍, ରିମ୍ମୋନ୍, ଏଥର ଓ ଆଶନ୍ ଗ୍ରାମ ସମତେ ଏହିପରି ଗ୍ଭରଟି ନଗର ଥିଲା।
Cross references
ଗଣନା ପୁସ୍ତକ 33:19
ଏହାପରେ ସମାନେେ ରିତ୍ମାରୁ ୟାତ୍ରା କରି ରିମ୍ମାନେ ପରେସ ରେ ଛାଉଣୀ ସ୍ଥାପନ କଲେ।
ଯିହୋଶୂୟ 15:32
ଲବାଯୋତ୍, ଶିଲହୀମ୍, ଐନ୍, ରିମ୍ମାେନ୍ ସହର ସମତେ ମାଟେ ରେ ଅଣତିରିଶଟି ନଗର ଅଟେ।
ଯିହୋଶୂୟ 15:42
ୟିହକ୍ସ୍ଟଦାର ଲୋକମାନେ ମଧ୍ଯ ଏହି ସହରଗକ୍ସ୍ଟଡିକ ନେଲେ, ସଗେକ୍ସ୍ଟଡିକ ହେଲା, ଲିବନା, ଏଥର୍, ଅଶନ୍,
ପ୍ରଥମ ବଂଶାବଳୀ 4:32
ଏହି ସହରଗୁଡ଼ିକ ନିକଟରେ ଥିବା ପାଞ୍ଚ ଗୋଟି ଗ୍ରାମର ନାମ ଥିଲା ଐଟମ, ଐନ୍, ରିମ୍ ନୋନ, ତୋଖନ୍େ ଓ ଆଶନ୍।