ଯିହୋଶୂୟ 19:17 · ଓଡ଼ିଆ ବାଇବେଲ
ଭୂମିର ଚତକ୍ସ୍ଟର୍ଥ ଅଂଶ ଇଷାଖର ପରିବାରବର୍ଗକକ୍ସ୍ଟ ଦିଆଗଲା। ପ୍ରେତ୍ୟକକ ପରିବାର ସେଥିରକ୍ସ୍ଟ ଭାଗ ପାଇଲେ।
Cross references
ଆଦି ପୁସ୍ତକ 35:23
ସମାନଙ୍କେ ମଧିଅରେ ରୁବନ୍େ ଯାକୁବଙ୍କର ଜେଷ୍ଠ ପୁତ୍ର। ଶିମିୟୋନ, ଲବେୀ, ୟହୁଦା, ଇଷାଖର ଓ ସବୂଲୂନ ଏମାନେ ଲୟୋର ସନ୍ତାନ।
ଆଦି ପୁସ୍ତକ 49:14
ସେ ଗୋଟିଏ ଗଧ ପରି କଠିନ ପରିଶ୍ରମ କରିବ। ଭାରି ବୋଝ ବହିଲା ପରେ ସେ ଶୁଏ।
ଗଣନା ପୁସ୍ତକ 26:55
ତୁମ୍ଭେ ଗୁଳାବାଣ୍ଟ ଦ୍ବାରା ଦେଶ ଭାଗ କରିବା ଉଚିତ୍। ସମାନେେ ନିଜ ନିଜ ପରିବାରବର୍ଗର ନାମ ଅନୁସାରେ ଭାଗ ପାଇବା ଉଚିତ୍।
ପ୍ରଥମ ରାଜାବଳୀ 4:17
ଇଷାଖର ରେ ପାରୁହର ପୁତ୍ର ଯିହାଶାଫେଟ୍ ଶାସକ ଥିଲେ।
ଯିହିଜିକଲ 48:25
ପୂର୍ବ ସୀମାରୁ ମହହା ସମୁଦ୍ର ପର୍ୟ୍ଯନ୍ତ ପ୍ରେତ୍ୟକକ ପରିବାରବର୍ଗଙ୍କର ଗୋଟିଏ ଗୋଟିଏ ବିଭାଗ ଭୂମି ରହିବ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:7
ଶିମିୟୋନ ପରିବାରବର୍ଗରୁ 12,000, ଲେବୀ ପରିବାରବର୍ଗରୁ 12,000, ଇସାଖର ପରିବାରବର୍ଗରୁ 12,000