Home Bibles ☰ Books ଯିହୋଶୂୟ 16:2 · ଓଡ଼ିଆ ବାଇବେଲ
ଯିହୋଶୂୟ 16:2 · ଓଡ଼ିଆ ବାଇବେଲ

ଏହାପରେ ଏହାର ସୀମା ବୈଥେଲ୍ଠାରକ୍ସ୍ଟ (ଲିସ୍) ଅର୍କୀଯ ସୀମା ଦଇେ ଅଟାରୋତକକ୍ସ୍ଟ ଗଲା।

Cross references

ଆଦି ପୁସ୍ତକ 28:19

ସହେି ସ୍ଥାନର ନାମ ଥିଲା ଲୂସ୍ କିନ୍ତୁ ଯାକୁବ ସହେି ସ୍ଥାନର ନାମ ଦେଲେ ବୌଥଲେ।

ଯିହୋଶୂୟ 18:13

ସଠାେରକ୍ସ୍ଟ ସେ ସୀମା ଦକ୍ଷିଣ ଆଡେ ଲୃସ(ବୈଥଲେ)ପର୍ୟ୍ଯନ୍ତ ଗଲା। ଏହାପରେ ନିଚସ୍ଥ ବୈଥୋରୋଣର ଦକ୍ଷିଣସ୍ଥ ପର୍ବତ ଦଇେ ଅଟାରୋତ୍ ଅଦ୍ଦର ଆଡକକ୍ସ୍ଟ ଗଲା।

ବିଚାରକର୍ତାମାନଙ୍କ ବିବରଣ 1:22

ଯୋଷଫେର ପରିବାରବର୍ଗ ବୈଥଲହମରେ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଅତୀତ ରେ ବୈଥେଲ୍ର ନାମ ଥିଲା ଲୂସ୍। ସଦାପ୍ରଭୁ ଯୋଷଫେର ପରିବାରବର୍ଗଙ୍କ ପଟ ରେ ଥିଲେ।

ବିଚାରକର୍ତାମାନଙ୍କ ବିବରଣ 1:23

ଯୋଷଫେର ପରିବାରବର୍ଗ କିଛି ଅନକ୍ସ୍ଟଚରଗଣ ବୈଥଲକେକ୍ସ୍ଟ ପଠାଇଲେ।

ଦିତୀୟ ଶାମୁୟେଲ 15:32

ଦାଉଦ ପର୍ବତର ଉପରି ଭାଗକକ୍ସ୍ଟ ଆସିଲେ, ଯେଉଁଠା ରେ ସେ ସଦାପ୍ରଭୁଙ୍କୁ ଉପାସନା କରୁଥିଲେ। ଉଠାଣୀର ଶୃଙ୍ଗ ନିକଟରେ ଦାଉଦ ପହଁଞ୍ଚି ଦେଖିଲେ ଅର୍କୀଯ ହଶଯ ନିଜର ଚିରାଜାମା ପିନ୍ଧି ଓ ମସ୍ତକରେ ମୂର୍ତ୍ତିକା ଦଇେ ତାଙ୍କୁ ଭଟେିବା ପାଇଁ ଉପସ୍ଥିତ ହେଲା।

ଦିତୀୟ ଶାମୁୟେଲ 15:37

ତା'ପରେ ଦାଉଦଙ୍କର ବନ୍ଧକ୍ସ୍ଟ ହଶଯ ନଗରକକ୍ସ୍ଟ ଆସିଲା ଏବଂ ଅବଶା ଲୋମ ମଧ୍ଯ ୟିରକ୍ସ୍ଟଶାଲମ ରେ ପହନ୍ଚିଲେ।

ଦିତୀୟ ଶାମୁୟେଲ 16:16

ଦାଉଦଙ୍କର ସାଙ୍ଗ ଅର୍କୀଯ ହୂଶଯ ଅବଶା ଲୋମ ନିକଟକକ୍ସ୍ଟ ଆସନ୍ତେ ହୂଶଯ ଅବଶାଲୋମକକ୍ସ୍ଟ କହିଲା, ମହାରାଜ ଚିରଜୀବୀ ହକ୍ସ୍ଟଅନ୍ତକ୍ସ୍ଟ, ମହାରାଜ ଚିରଜୀବୀ ହକ୍ସ୍ଟଅନ୍ତକ୍ସ୍ଟ।

ପ୍ରଥମ ବଂଶାବଳୀ 27:33

ଅହୀଥୋଫଲ ରାଜାଙ୍କର ପରାମର୍ଶଦାତା ଥିଲେ। ହୁଶଯ ରାଜାଙ୍କ ବନ୍ଧୁ ଥିଲେ। ହୁଶଯ ଅର୍କୀଯ ଲୋକମାନଙ୍କ ମଧ୍ଯରୁ ଆସିଥିଲେ।

Interlinear

Choose Theme