Home Bibles ☰ Books ଯିହୋଶୂୟ 15:14 · ଓଡ଼ିଆ ବାଇବେଲ
ଯିହୋଶୂୟ 15:14 · ଓଡ଼ିଆ ବାଇବେଲ

କାଲେବ୍ ସଠାେରକ୍ସ୍ଟ ଅନାକର ବଂଶ ଶେଶଯ ଓ ଅହୀମାନ୍ ଓ ତଲ୍ମଯ ନାମକ ଅନାକର ତିନି ପକ୍ସ୍ଟତ୍ରକକ୍ସ୍ଟ ତଡି ଦେଲେ।

Cross references

ଗଣନା ପୁସ୍ତକ 13:22

ଆଉ ସମାନେେ ଦକ୍ଷିଣ ଦିଗ ଦଇେ ହିବ୍ରୋଣ ରେ ୟାଇ ଉପସ୍ଥିତ ହେଲେ, ସହେି ସ୍ଥାନ ରେ ଅହୀମାନ୍, ଶେଶଯ, ତଲ୍ମଯ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋଯନର ସାତବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହାଇେଥିଲା।

ଗଣନା ପୁସ୍ତକ 13:33

ସଠାେରେ ଆମ୍ଭମାନେେ ଅନାକର ନଫଲିେମ୍ ସନ୍ତାନ ମହାବୀରଗଣଙ୍କୁ ଦେଖିଲୁ, ଆଉ ସମାନଙ୍କେ ଦୃଷ୍ଟି ରେ ଆମ୍ଭମାନେେ ଝିଣ୍ଟିକା ପରି ହେଲୁ।

ଯିହୋଶୂୟ 10:36

ଏହାପରେ ଯିହାଶୂେୟ ଏବଂ ଇଶ୍ରାୟେଲର ସମସ୍ତ ଲୋକମାନେ ଇଗ୍ଲୋନରକ୍ସ୍ଟ ହିବ୍ରୋଣକକ୍ସ୍ଟ ଗଲେ। ତା'ପରେ ସମାନେେ ହିବ୍ରୋଣକକ୍ସ୍ଟ ଆକ୍ରମଣ କଲେ।

ଯିହୋଶୂୟ 11:21

ସହେି ସମୟରେ ୟିହୋଶୂଯ ଆସି ପର୍ବତମଯ ଦେଶରକ୍ସ୍ଟ, ହିବ୍ରୋଣରକ୍ସ୍ଟ, ଦବୀରରକ୍ସ୍ଟ, ଅନାବରକ୍ସ୍ଟ, ଓ ୟିହକ୍ସ୍ଟଦାର ସମସ୍ତ ପର୍ବତମଯ ଦେଶରକ୍ସ୍ଟ ଓ ଇଶ୍ରାୟେଲର ସମସ୍ତ ପର୍ବତମଯ ଦେଶରକ୍ସ୍ଟ ଅନାକୀଯମାନଙ୍କୁ ହତ୍ଯା କଲେ। ଯିହାଶୂେୟ ସମାନଙ୍କେ ନଗର ସମତେ ସମାନଙ୍କେୁ ବର୍ଜିତ ରୂପେ ନିବାସ କଲେ।

ବିଚାରକର୍ତାମାନଙ୍କ ବିବରଣ 1:10

ଏହାପରେ ୟିହକ୍ସ୍ଟଦାର ଲୋକମାନେ କିଣାନୀଯମାନଙ୍କ ସହିତ ୟକ୍ସ୍ଟଦ୍ଧ କଲେ। ଯେଉଁମାନେ ହିବ୍ରୋଣ ସହର ରେ ବାସ କରୁଥିଲେ। ହିବ୍ରୋଣର ପୂରାତନ ନାମ ଥିଲା କିରିଯଥ ଅର୍ବ ୟିହକ୍ସ୍ଟଦାର ଲୋକମାନେ ଶେଶଯ, ଅହୀମାନ ଓ ତନ୍ମଯକକ୍ସ୍ଟ ପରାସ୍ତ କଲେ।

ବିଚାରକର୍ତାମାନଙ୍କ ବିବରଣ 1:20

କାଲେବ୍କକ୍ସ୍ଟ ହିବ୍ରୋଣକକ୍ସ୍ଟ ନବୋ ପାଇଁ ମାଶାେ ପ୍ରତିଜ୍ଞା କରିଥିଲେ, ତେଣୁ ସହେି ଭୂମି କାଲେବ୍କକ୍ସ୍ଟ ଦିଆଗଲା। କାଲେବ୍ ମଧ୍ଯ ବଳାତ୍କାର କରି ଅଙ୍ଗର ତିନି ପକ୍ସ୍ଟତ୍ରକକ୍ସ୍ଟ ସଠାେରକ୍ସ୍ଟ ତଡି ଦେଲେ।

Interlinear

Choose Theme