ଯିହୋଶୂୟ 11:7 · ଓଡ଼ିଆ ବାଇବେଲ
ଏହାପରେ ୟିହୋଶୂଯ ଏବଂ ତାଙ୍କର ସମସ୍ତ ସୈନ୍ଯବାହିନୀ ସହିତ ଆସି ହଠାତ୍ ମରେୋମ୍ ନଦୀ କୂଳ ରେ ସମାନଙ୍କେୁ ଆକ୍ରମଣ କଲେ।
Cross references
ଯିହୋଶୂୟ 10:9
ତେଣୁ ଯିହାଶୂେୟ ସୈନ୍ଯମାନଙ୍କ ସହିତ ଅଗ୍ରସର ହାଇେ ଅକସ୍ମାତ ସମାନଙ୍କେୁ ଗିଲ୍ଗଲରକ୍ସ୍ଟ ରାତ୍ରିସାରା ଆକ୍ରମଣ କଲେ।
ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:2
କାରଣ ଏହା ତୁମ୍ଭେ ଭଲ ଭାବେ ଜାଣ ଯେ, ଜଣେ ଚୋର ରାତି ରେ ଆସିବା ଭଳି, ପ୍ରଭୁଙ୍କର ପୁନରାଗମନ ଦିନଟି ଆଶ୍ଚର୍ୟ୍ଯଜନକ ହବେ।