ସଦାପ୍ରଭୁ ଲାଖୀଶକକ୍ସ୍ଟ ପରାସ୍ତ କରିବାକୁ ସହାୟ ହେଲେ। ସମାନେେ ଦ୍ବିତୀୟ ଦିନ ରେ ସେ ସହରକକ୍ସ୍ଟ ପରାସ୍ତ କଲେ। ଇଶ୍ରାୟେଲ ଲୋକମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। ଯେପରି ଭାବରେ ଲିବ୍ନା ରେ କରିଥିଲେ।
Cross references
ତେଣୁ ୟିହୋଶୂଯ ଏବଂ ତାଙ୍କର ଲୋକମାନେ ଅମାଲକେୀଯମାନଙ୍କୁ ସହେି ୟୁଦ୍ଧ ରେ ପରାସ୍ତ କଲେ।
ୟ ତବେଳେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ସମାନଙ୍କେୁ ତକ୍ସ୍ଟମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସମାନଙ୍କେୁ ପରାସ୍ତ କରିବ। ତୁମ୍ଭେ ସମାନଙ୍କେ ସହିତ କୌଣସି ସନ୍ଧି କରିବ ନାହିଁଅଥବା ଦୟା ଦଖାଇବେ ନାହିଁ। ତୁମ୍ଭେ ସମାନଙ୍କେୁ ସଂପୂର୍ଣରୂପେ ଧ୍ବଂସ କରିବ।
ଏହାପରେ ଯିହାଶୂେୟ ସହେିଦିନ ମକ୍କଦୋ ଅକ୍ତିଆର କରି ଖଡ୍ଗ ଧାର ରେ ନଗରକକ୍ସ୍ଟ ଓ ତାହାର ରାଜାକକ୍ସ୍ଟ ହତ୍ଯା କଲେ। ସମାନଙ୍କେୁ ଓ ତନ୍ମଧ୍ଯସ୍ଥିତ ସମସ୍ତ ପ୍ରାଣୀକକ୍ସ୍ଟ ବର୍ଜିତ ରୂପେ ବିନାଶ କଲେ। କାହାକକ୍ସ୍ଟ ଅବଶିଷ୍ଟ ରଖିଲେ ନାହିଁ, ପକ୍ସ୍ଟଣି ସେ ଯେପରି ଯିରୀହାେ ରାଜାଙ୍କ ପ୍ରତି କରିଥିଲେ, ସହେିପରି ମକ୍କଦୋ ରାଜାପ୍ରତି କଲେ।
ଯିହାଶୂେୟ ସେ ସମସ୍ତ ରାଜକୀଯ ସହରଗକ୍ସ୍ଟଡିକ ନିଜ ଅଧିନକକ୍ସ୍ଟ ଆଣିଲେ ଓ ସମାନଙ୍କେର ରାଜାମାନଙ୍କୁ ହତ୍ଯା କଲେ। ଯିହାଶୂେୟ ସଐୂର୍ଣ ଭାବେ ସମସ୍ତ ଲୋକମାନଙ୍କୁ ଓ ଏହି ସହର ରାଜାଗଣଙ୍କକ୍ସ୍ଟ ଧ୍ବଂସ କଲେ। ସଦାପ୍ରଭୁଙ୍କ ସବେକ ମାଶାେ ଏହିପରି ଭାବରେ ଆଜ୍ଞା କରିଥିଲେ।