Home Bibles ଯିହୋଶୂୟ 10:20 · ଓଡ଼ିଆ ବାଇବେଲ
ଯିହୋଶୂୟ 10:20 · ଓଡ଼ିଆ ବାଇବେଲ

ଏହିପରି ଭାବରେ ଯିହାଶୂେୟ ଏବଂ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଶତୃମାନଙ୍କୁ ହତ୍ଯାକଲେ। କିନ୍ତୁ କେତକେ ଶତୃ ଖସିୟାଇ ସମାନଙ୍କେର ସକ୍ସ୍ଟଦୃଢ ନଗର ରେ ଲକ୍ସ୍ଟଚି ରହିଲେ।

Cross references

ଦିତୀୟ ବିବରଣ 20:16

ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧିଅରେ ନିଶ୍ବାସଧାରୀ କାହାରିକି ସଜୀବ ରଖିବ ନାହଁ।

ଯିହୋଶୂୟ 8:24

ୟକ୍ସ୍ଟଦ୍ଧ ସମୟରେ ଇଶ୍ରାୟେଲର ସୈନିକମାନେ ଅଯ ସୈନ୍ଯମାନଙ୍କ ପଛ ରେ ଗୋଡ଼ାଇ କ୍ଷତେ ଓ ମରକ୍ସ୍ଟଭୂମି ଅଞ୍ଚଳକକ୍ସ୍ଟ ଆଣିଲେ। ସମାନେେ ସହେିଠା ରେ ସମାନଙ୍କେୁ ହତ୍ଯା କଲେ। ଏହାପରେ ଇଶ୍ରାୟେଲ ସୈନ୍ଯମାନେ ଅଯକକ୍ସ୍ଟ ଫରେି ଆସିଲେ ଏବଂ ଏଯ ସହର ରେ ଜୀବିତ ଲୋକମାନଙ୍କୁ ଓ ୈସନ୍ଯମାନଙ୍କୁ ହତ୍ଯା କଲେ।

ଯିହୋଶୂୟ 10:10

ସଦାପ୍ରଭୁ ସୈନ୍ଯବାହୀନିକକ୍ସ୍ଟ ଦ୍ବନ୍ଦ ରେ ପକାଇଲେ, ଯେତବେେଳେ ଇଶ୍ରାୟେଲୀୟମାନେ ସମାନଙ୍କେୁ ଆକ୍ରମଣ କଲେ। ତେଣୁ ଇଶ୍ରାୟେଲୀୟମାନେ ସମାନଙ୍କେ ଉପରେ ବିଜଯ ଲାଭ କଲେ। ଇଶ୍ରାୟେଲୀୟମାନେ ଗିବିଯୋନଠାରକ୍ସ୍ଟ ଆକ୍ରମଣ କରି ବୈଥୋରୋଣ ପର୍ୟ୍ଯନ୍ତ ଗୋଡ଼ାଇଲେ, ଆଉ ଅ ସକୋ ଓ ମକ୍କଦୋ ପର୍ୟ୍ଯନ୍ତ ରାସ୍ତା ରେ ସମାନଙ୍କେୁ ପରାସ୍ତ କଲେ।

ଯିହୋଶୂୟ 11:8

ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ସହାୟ ହେଲେ, ସମାନଙ୍କେୁ ପରାସ୍ତ କରିବା ପାଇଁ। ଇଶ୍ରାୟେଲୀୟମାନେ ସମାନଙ୍କେୁ ଆଘାତ କଲେ ଓ ମହାସୀଦୋନ ଓ ମିଷ୍ରଫୋତ୍ ମଯିମ୍ ପର୍ୟ୍ଯନ୍ତ ଆଉ ପୂର୍ବ ଦିଗ ରେ ମିସ୍ପିର ସମସ୍ଥଳି ପର୍ୟ୍ଯନ୍ତ ସମାନଙ୍କେୁ ଘଉଡାଇ ନେଲେ। ପକ୍ସ୍ଟଣି ସମାନଙ୍କେର କହେି ଅବଶିଷ୍ଟ ରହିଲେ ନାହିଁ। ସମାନେେ ସମସ୍ତଙ୍କକ୍ସ୍ଟ ସଂହାର କଲେ।

ଯିହୋଶୂୟ 11:12

ଯିହାଶୂେୟ ସେ ସମସ୍ତ ରାଜକୀଯ ସହରଗକ୍ସ୍ଟଡିକ ନିଜ ଅଧିନକକ୍ସ୍ଟ ଆଣିଲେ ଓ ସମାନଙ୍କେର ରାଜାମାନଙ୍କୁ ହତ୍ଯା କଲେ। ଯିହାଶୂେୟ ସଐୂର୍ଣ ଭାବେ ସମସ୍ତ ଲୋକମାନଙ୍କୁ ଓ ଏହି ସହର ରାଜାଗଣଙ୍କକ୍ସ୍ଟ ଧ୍ବଂସ କଲେ। ସଦାପ୍ରଭୁଙ୍କ ସବେକ ମାଶାେ ଏହିପରି ଭାବରେ ଆଜ୍ଞା କରିଥିଲେ।

ଦିତୀୟ ଶାମୁୟେଲ 20:6

ତହିଁରେ ଦାଉଦ ଅବୀଶଯକକ୍ସ୍ଟ କହିଲେ, ଏବେ ଅବଶା ଲୋମ ଅପେକ୍ଷା ବିଖ୍ରିର ପକ୍ସ୍ଟତ୍ର ଶବେଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମ୍ଭେ ମାରେ ଅଧିକାରୀମାନଙ୍କୁ ନଇେ ତାଙ୍କ ପେଛ ପେଛ ୟାଅ, ନୋହିଲେ ସେ ପ୍ରାଚୀର ବେଷ୍ଟିତ କୈଣସି ନଗରକକ୍ସ୍ଟ ୟାଇ ଆମ୍ଭମାନଙ୍କ ଦୃଷ୍ଟିରକ୍ସ୍ଟ ପଳାଇବ।

ପ୍ରଥମ ରାଜାବଳୀ 20:21

ରାଜା ଆହାବ୍ ଅରାମର ସମସ୍ତ ଅଶ୍ବ ଓ ରଥକୁ ଅଧିକାର କରିବାର ନତେୃତ୍ବ ନେଲେ ଓ ଅରାମୀଯମାନଙ୍କୁ ସମୂଳେ ପରାଜିତ କଲେ।

ଦିତୀୟ ବଂଶାବଳୀ 13:17

ଅବିଯଙ୍କ ସୈନ୍ଯଦଳ ଇଶ୍ରାୟେଲର ସୈନ୍ଯଦଳକୁ ଅତି ଗୁରୁତର ଭାବରେ ପରାସ୍ତ କଲେ ଓ ଇଶ୍ରାୟେଲର 5,00,000 ଜଣ ସର୍ବଶ୍ ରେଷ୍ଠ ବ୍ଯକ୍ତିମାନେ ନିହତ ହେଲେ।

ଯିରିମିୟ 8:14

ଆମ୍ଭମାନେେ କାହିଁକି ଶାନ୍ତଭାବେ ବସିଅଛୁ ? ଆସ, ଏକତ୍ରୀତ ହାଇେ ଆମ୍ଭମାନେେ ଏକ ପ୍ରାଚୀର ବେଷ୍ଟିତ ନଗରକୁ ଚାଲିୟିବା। ଆସ ସହେି ସ୍ଥାନ ରେ ଆମ୍ଭେ ମୃତ୍ଯୁବରଣ କରିବା। ଯେ ହତେୁ ସଦାପ୍ରଭୁ ଆମ୍ଭର ପରମେଶ୍ବର ଆମ୍ଭମାନଙ୍କୁ ନିରବ କରିଛନ୍ତି। ଆସ ବିଷାକ୍ତ ପାଣି ପିଇବା, ଯେ ହତେୁ ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଛୁ।

Interlinear

Choose Theme