Home Bibles ଯୂନସ 4:10 · ଓଡ଼ିଆ ବାଇବେଲ
ଯୂନସ 4:10 · ଓଡ଼ିଆ ବାଇବେଲ

ସଦାପ୍ରଭୁ କହିଲେ, ତୁମ୍ଭେ ସେ ଗଛ ପାଇଁ କିଛି କରି ନଥିଲ। ସେ ଗଛ ବଢିବା ପାଇଁ ତୁମ୍ଭେ କିଛି କରି ନଥିଲା। ଏହା ରାତ୍ରି ରେ ବଢିଲା ଓ ପରଦିନ ମଲା। କିନ୍ତୁ ତୁମ୍ଭେ ସେ ଗଛ ପାଇଁ ଦୁଃଖିତ।

Cross references

ଆଦି ପୁସ୍ତକ 17:12

ତୁମ୍ଭର ପୁତ୍ରମାନଙ୍କୁ ଯେତବେେଳେ ଆଠଦିନ ହବେ, ତୁମ୍ଭେ ସେତବେେଳେ ସମାନଙ୍କେୁ ସୁନ୍ନତ କରିବ। ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ଦାସମାନଙ୍କର, ତୁମ୍ଭର ଘ ରେ ଯେଉଁମାନେ ଜନ୍ମ ହାଇେଛନ୍ତି, ଯେଉଁମାନେ ବିଦେଶରୁ କିଣା ୟାଇଅଛନ୍ତି, ସମସ୍ତ ପୁତ୍ରଗଣଙ୍କୁ ସୁନ୍ନତ କରାୟିବ।

ପ୍ରଥମ ଶାମୁୟେଲ 20:31

ୟିଶୀର ପକ୍ସ୍ଟତ୍ର ଏ ପୃଥିବୀ ରେ ଯେତେ ଦିନ ବଞ୍ଚିଥାଏ େସତେ ଦିନ ପର୍ୟ୍ଯନ୍ତ ତୋର ରାଜ୍ଯ ଠିକ୍ ହବେ ନାହିଁ। ତେଣୁ ଲୋକ ପଠାଇ ତାକକ୍ସ୍ଟ ମାେ ପାଖକକ୍ସ୍ଟ ଆଣ କାରଣ ସେ ନିଶ୍ଚଯ ମରିବ।

Interlinear

Choose Theme