Home Bibles ଯୂନସ 3:10 · ଓଡ଼ିଆ ବାଇବେଲ
ଯୂନସ 3:10 · ଓଡ଼ିଆ ବାଇବେଲ

ଲୋକମାନେ ଯାହା କଲେ ପରମେଶ୍ବର ସବୁ ଦେଖିଲେ। ସମାନେେ ମନ୍ଦ କାର୍ୟ୍ଯ ବନ୍ଦ କରିବା ପରମେଶ୍ବର ଦେଖିଲେ। ତେଣୁ ସେ ତାଙ୍କର ମନ ବଦଳାଇଲେ ଏବଂ ଯାହା ଯୋଜନା କରିଥିଲେ ତାହା କଲେ ନାହିଁ। ସେ ଲୋକମାନଙ୍କୁ ଆଉ ଦଣ୍ତ ଦେଲେ ନାହିଁ।

Cross references

ଯାତ୍ରା ପୁସ୍ତକ 32:14

ତେଣୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଧ୍ବଂସ କରିବାରୁ ମନ ପରିବର୍ତ୍ତନ କଲେ।

ପ୍ରଥମ ରାଜାବଳୀ 21:27

ଆହାବ୍ ଏହିକଥା ଶୁଣି ଅତ୍ଯନ୍ତ ମର୍ମାହତ ହେଲେ। ସେ ନିଜର ବସ୍ତ୍ର ଚିରିଲେ ଓ ଦୁଃଖର ଚିହ୍ନ ସ୍ବରୂପ ଅଖା ପିନ୍ଧି ଉପବାସ କରି ଅଖା ରେ ଶାଇେଲେ, ସେ ଅତି ଦୁଃଖିତ ଓ ବିବ୍ରତ ହେଲେ।

ପ୍ରଥମ ରାଜାବଳୀ 21:29

ଆହାବ୍ ତା'ର କୁକର୍ମ ବିଷଯ ରେ ଅନୁତାପ କରି ମାେ ସମ୍ମୁଖ ରେ ନିଜକୁ ନମ୍ର କଲା। ତୁମ୍ଭେ ଏହା ଦେଖୁଅଛ। ଏହି ହତେୁ ମୁଁ ବର୍ତ୍ତମାନ ତା'ର ଜୀବନ ରେ କିଛି ଅମଙ୍ଗଳ ଘଟାଇବାକୁ ଯାଉ ନାହିଁ। ତା'ର ପୁତ୍ର ରାଜା ହବୋ ପର୍ୟ୍ଯନ୍ତ ଅପେକ୍ଷା କରିବି ଏବଂ ତା'ପରେ ତା'ର ପରିବାର ପ୍ରତି ବିପର୍ୟ୍ଯଯ ଆଣିବି।

ଆୟୁବ ପୁସ୍ତକ 33:27

ତା'ପରେ ସହେି ବ୍ଯକ୍ତି ସମସ୍ତଙ୍କ ସମ୍ମୁଖ ରେ ସ୍ବୀକାର କରି କହିବ, 'ମୁଁ ପାପ କରିଛି। ମୁଁ ଭଲକୁ ମନ୍ଦ ରେ ପରିଣତ କରିଛି। କିନ୍ତୁ ପରମେଶ୍ବର ମାେତେ ଦଣ୍ଡ ଦଇେ ନାହାଁନ୍ତି ଯାହାର କି ମୁଁ ହକତାର ଥିଲି।

ହିତୋପଦେଶ 28:13

ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ବୀକାର କରି ତାକୁ ପରିତ୍ଯାଗ କରେ, ସେ ଦୟା ପାଇବ।

ଯିରିମିୟ 18:7

ସମୟ ଆସିବ ଯେତବେେଳେ ଆମ୍ଭେ ଗୋଟିଏ ଗୋଷ୍ଠୀ ଓ ରାଜ୍ଯ ବିଷଯ ରେ ଉତ୍ପାଟନ, ଅଧଃପତନ ଓ ବିନାଶର କଥା କହିବା।

ଯିରିମିୟ 18:8

ମାତ୍ର ଯଦି ସହେି ଗୋଷ୍ଠୀ ଆପଣା ଆପଣା ଦୁଷ୍କର୍ମରୁ ଫରନ୍େତି ତବେେ ଆମ୍ଭେ ସମାନଙ୍କେ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ମନ ରେ ସ୍ଥିର କରିଥିଲୁ, ସେଥିରୁ ଆମ୍ଭେ କ୍ଷାନ୍ତ ହବୋ।

ଯିରିମିୟ 31:18

ମୁଁ ପ୍ରକୃତ ରେ ଇଫ୍ରଯିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ' ହେ ସଦାପ୍ରଭୁ, ତୁମ୍ଭେ ମାେତେ ଶାସ୍ତି ଦଇେଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ଯପଶୁ ସଦୃଶ ଥିଲି। ମାେତେ ତୁମ୍ଭ ନିକଟକୁ ଫରେିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମାରେ ପରମେଶ୍ବର।

ଯୋୟେଲ 2:13

ନିଜର ବସ୍ତ୍ରକୁ ନଫୋପାଡି ହୃଦଯକୁ ଚିର। ତୁମ୍ଭର ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସ। ସେ ଅତି ଦୟାଳୁ ଓ କରୁଣାମଯ। ସେ ହଠାତ୍ ରାଗନ୍ତି ନାହିଁ। ତାଙ୍କର ଅନନ୍ତ ପ୍ ରମେ ଅଛି। ସେ ହୁଏତ ତାଙ୍କର ମନକୁ ବଦଳାଇ ପାରନ୍ତି। ଯେଉଁ କଠାେର ଦଣ୍ତ ଦବୋକୁ ଯୋଜନା କରିଥିଲେ ହୁଏତ ତାହା ଦଇେ ନପାରନ୍ତି।

ଆମୋଷ 7:3

ତା'ପ ରେ ସଦାପ୍ରଭୁ ତାଙ୍କର ମନ ପରିବର୍ତ୍ତନ କଲେ ଏବଂ କହିଲେ, ଏହା ଘଟିବ ନାହିଁ।

ଆମୋଷ 7:6

ତା'ପ ରେ ସଦାପ୍ରଭୁ ଏବିଷଯ ରେ ତାଙ୍କର ମନ ପରିବର୍ତ୍ତନ କଲେ। ସଦାପ୍ରଭୁ ପରମେଶ୍ବର କହିଲେ, ତାହା ଘଟିବ ନାହିଁ।

ଯୂନସ 4:2

ୟୂନସ ସଦାପ୍ରଭୁଙ୍କ ନିକଟରେ ଅଭିଯୋଗ କରି କହିଲା, ମୁଁ ଜାଣିଥିଲି ଏହାହିଁ ଘଟିବ। ମୁଁ ମାେ ନିଜ ଦେଶ ରେ ଥିଲା ବେଳେ ତୁମ୍ଭେ ମାେତେ ସଠାେକୁ ଡାକିଥିଲା। ସେତବେେଳେ ମୁଁ ଜାଣିଥିଲି ଯେ ତୁମ୍ଭେ ସହେି କୁନଗରୀର ଲୋକମାନଙ୍କୁ କ୍ଷମା ଦବେ। ତେଣୁ ମୁଁ ତର୍ଶୀଶକୁ ଗ୍ଭଲି ୟିବାକୁ ସ୍ଥିର କଲି। ମିଁ ଜାଣିଥିଲି ତୁମ୍ଭେ ଜଣେ ଦୟାଳୁ ପ୍ରଭୁ। ମୁଁ ଜାଣିଥିଲି ତୁମେ ଦୟା ଦଖାଇେ ଲୋକମାନଙ୍କୁ ଦଣ୍ତ ଦବେ ନାହିଁ। ମୁଁ ଜାଣିଥିଲି ତୁମ୍ଭେ ଦୟା ରେ ପରିପୂର୍ଣ୍ଣ। ଯଦି ଏହି ଲୋକମାନେ ପାପ କରିବା ବନ୍ଦ କରନ୍ତି ତବେେ ତୁମ୍ଭେ ଧ୍ବଂସ କରିବ ନାହିଁ ବୋଲି ମୁଁ ଜାଣିଥିଲି।

ଲୂକଲିଖିତ ସୁସମାଚାର 11:32

ବିଚାର ହବୋ ଦିନ ନିନିବୀର ଲୋକମାନେ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧ ରେ ଠିଆ ହାଇେ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ସମାନେେ ୟୂନସଙ୍କ ଉପଦେଶ ଶୁଣି ନିଜର ହୃଦୟ ଓ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ମହାନ୍ ଅଟେ।

ଲୂକଲିଖିତ ସୁସମାଚାର 15:20

ତେଣୁ ସେ ସ୍ଥାନ ଛାଡି ତା' ବାପାଙ୍କ ପାଖକୁ ବାହାରିଲା।

Interlinear

Choose Theme