ଯୋହନଲିଖିତ ସୁସମାଚାର 9:36 · ଓଡ଼ିଆ ବାଇବେଲ
ସେ ଲୋକଟି ପଚାରିଲା, ଗୁରୁ, ମନୁଷ୍ଯ ପୁତ୍ର କିଏ? ମାେତେ କୁହନ୍ତୁ ଯେପରି ମୁଁ ତାହାଙ୍କଠା ରେ ବିଶ୍ବାସ କରି ପା ରେ।
Cross references
ହିତୋପଦେଶ 30:3
ମୁଁ ଜ୍ଞାନ ଶିକ୍ଷି ନାହିଁ, ପରମେଶ୍ବରଙ୍କ ବିଷଯ ରେ ମଧ୍ଯ ମାରେ ଜ୍ଞାନ ନାହିଁ।
ପରମଗୀତ 5:9
ହେ ନାରୀଗଣ ମଧ୍ଯ ପରମ ସୁନ୍ଦରୀ। ତୁମ୍ଭର ପ୍ ରମେିକ ଅନ୍ୟ ପ୍ ରମେିକମାନଙ୍କ ଅପେକ୍ଷା କିପରି ଭଲ ଅଟନ୍ତି? ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଏହି ଶପଥ କରାଉଛ?
ମାଥିଉଲିଖିତ ସୁସମାଚାର 11:3
ଯୋହନଙ୍କ ଶିଷ୍ଯମାନେ ଯୀଶୁଙ୍କୁ ପଚାରିଲେ, ଯେଉଁ ବ୍ଯକ୍ତି ଆସିବେ ବୋଲି ଯୋହନ କହୁଥିଲେ, ଆପଣ ସହେି ବ୍ଯକ୍ତି ନା ଆମ୍ଭେ ଆଉ କାହାର ଆସିବା ପାଇଁ ଅପେକ୍ଷା କରିବୁ?
ଯୋହନଲିଖିତ ସୁସମାଚାର 1:38
ଯୀଶୁ ବୁଲି ପଡି ଦେଖିଲେ ଯେ, ସହେି ଦୁଇ ଜଣ ବ୍ଯକ୍ତି ତାହାଙ୍କ ଅନୁସରଣ କରୁଛନ୍ତି। ସେ ପଚାରିଲେ, ତୁମ୍ଭମାନେେ କ'ଣ ଚାହଁ?
ରୋମୀୟଙ୍କ ପ୍ରତି ପତ୍ର 10:14
କିନ୍ତ ଲୋକେ ବିଶ୍ବାସ କଲା ପରେ ହିଁ ପ୍ରଭୁଙ୍କୁ ସାହାୟ୍ଯ ପାଇଁ ଡାକି ପାରିବେ। ତାହାଙ୍କ ବିଷୟ ରେ ଶୁଣି ସାରିଲା ପରେ ହିଁ, ଲୋକେ ତାହାଙ୍କ ବିଷୟ ରେ ବଶ୍ବାସ କରି ପାରିବେ। କିଏ ଜଣେ ସମାନଙ୍କେୁ କହିଲା ପରେ ହିଁ ଲୋକେ ତାହାଙ୍କ ବିଷୟ ରେ ଶୁଣି ପାରିବେ।