Cross references
ମାଥିଉଲିଖିତ ସୁସମାଚାର 21:1
ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ୟିରୁଶାଲମ ପାଖାପାଖି ଆସି ଯାଇଥିଲେ। ସମାନେେ ପ୍ରଥମେ ଜୀତ ପର୍ବତ ପାଖ ବୌଥ୍ଫାଗୀଠା ରେ ଅଟକିଲେ।
ମାର୍କଲିଖିତ ସୁସମାଚାର 11:1
ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ୟିରୁଶାଲମର ନିକଟବର୍ତ୍ତୀ ହେଲେ। ସମାନେେ ଜୀତ ପର୍ବତ ପାଖ ବେଥ୍ଫାଗୀ ଓ ବେଥନିଆ ସହର ରେ ପହନ୍ଚିଲେ। ଯୀଶୁ ନିଜ ଶିଷ୍ଯମାନଙ୍କ ଭିତରୁ ଦୁଇ ଜଣକୁ ଏହା କହି ପଠାଇଲେ,
ମାର୍କଲିଖିତ ସୁସମାଚାର 13:3
ପରେ ଯୀଶୁ ମନ୍ଦିର ସାମନା ରେ ଥିବା ଜୀତ ପର୍ବତ ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସମାନେେ ଯୀଶୁଙ୍କୁ ବ୍ଯକ୍ତିଗତଭାବେ ପଚାରିଲେ,
ଲୂକଲିଖିତ ସୁସମାଚାର 19:37
ଯୀଶୁ ୟିରୂଶାଲମର ପାଖ ହାଇେ ଆସୁଥିଲେ, ସେ ଜୀତପର୍ବତର ପାଦ ଦେଶ ନିକଟରେ ପହନ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ଯଦଳ ଖୁସି ଥିଲେ। ସମାନେେ ଉଚ୍ଚସ୍ବର ରେ ପରମେଶ୍ବରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସମାନେେ ଯେଉଁ ସବୁ ଶକ୍ତିର କାର୍ୟ୍ଯମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ବରଙ୍କ ସ୍ତୁତିଗାନ କଲେ। ସମାନେେ କହିଲେ,