ତେଣୁ ଯୀଶୁଙ୍କର ଭାଇମାନେ ତାହାଙ୍କୁ କହିଲେ, ଏ ସ୍ଥାନ ଛାଡ ଓ ପର୍ବ ସକାେଶ ୟିହୂଦା ପ୍ରଦେଶକୁ ଯାଅ। ଯେପରି ତୁମ୍ଭର ଶିଷ୍ଯମାନେ ସଠାେରେ ତୁମ୍ଭେ କରୁଥିବା ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡୁକ ଦେଖି ପାରିବେ।
Cross references
ଥରେ ଯୋଷଫେ ଏକ ସ୍ବପ୍ନ ଦେଖି ତାଙ୍କ ଭାଇମାନଙ୍କୁ କହିଲେ। ଏଥି ରେ ସମାନେେ ଯୋଷଫେକୁ ଅଧିକ ଘୃଣା କଲେ।
ଆସ ତାକୁ ହତ୍ଯାକରିବା ଏବଂ ଶୁଷ୍କ କୂଅ ରେ ପକାଇ ଦବୋ। ଆମ୍ଭେ ଆମ୍ଭର ପିତାଙ୍କୁ କହିବା ଯେ ତାକୁ ଏକ ହିଂସ୍ର ଜନ୍ତୁ ଖାଇ ଗଲା। ତା'ପରେ ଦେଖିବା ତା'ର ସ୍ବପ୍ନର କ'ଣ ହବେ।
ଦାଉଦ ସହେି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ତା'ର ଜେଷ୍ଠଭ୍ରାତା ଇଲୀଯାବ ଶକ୍ସ୍ଟଣିଲା। ଇଲୀଯାବର କୋରଧ ଦାଉଦ ଉପରେ ପ୍ରଜ୍ବଳିତ ହେଲା, ଆଉ ସେ କହିଲା, ତକ୍ସ୍ଟ ଏଠାକକ୍ସ୍ଟ କାହିଁକି ଆସିଲକ୍ସ୍ଟ? ପ୍ରାନ୍ତର ରେ ତକ୍ସ୍ଟ ମେଣ୍ତାମାନଙ୍କୁ କାହା ପାଖ ରେ ଛାଡିଲକ୍ସ୍ଟ? ମୁ ତୋ ଗର୍ବ ଓ ତୋ ମନର ଦକ୍ସ୍ଟଷ୍ଟତା ଜାଣେ। କାରଣ ତକ୍ସ୍ଟ କବଳେ ୟକ୍ସ୍ଟଦ୍ଧ ଦେଖିବା ପାଇଁ ଆସିଛକ୍ସ୍ଟ।
ଏହି ଲୋକମାନେ ତୁମ୍ଭର ଭ୍ରାତୃଗଣ ଓ ତୁମ୍ଭ ପରିବାରର ଲୋକ ସଦୃଶ। ସହେି ଲୋକ ତୁମ୍ଭପ୍ରତି ବିଶ୍ବାସଘାତକତା କରିଅଛନ୍ତି। ସମାନେେ ତୁମ୍ଭ ପଶ୍ଚାତଧାବନ କରି ଉଚ୍ଚସ୍ବର ରେ ଡ଼ାକ ପକାଇଛନ୍ତି। ସମାନେେ ବନ୍ଧୁଭଳି ତୁମ୍ଭକୁ ମିଠା କଥା କହିଲେ ହେଁ ସମାନଙ୍କେୁ ବିଶ୍ବାସ କର ନାହିଁ।
ଯୀଶୁ ଯେତବେେଳେ ଏହି ସବୁ କଥା ସଠାେରେ ଜମା ରୋଇଥିବା ଲୋକମାନଙ୍କୁ କହୁଥିଲେ, ସେତବେେଳେ ତାହାଙ୍କ ମାଆ ଏବଂ ଭାଇ ଆସି ବାହା ରେ ଠିଆ ହେଲେ। ସମାନେେ ଯୀଶୁଙ୍କ ସାଙ୍ଗ ରେ କଥାବାର୍ତ୍ତା କରିବା ପାଇଁ ଗ୍ଭହୁଁଥିଲେ।
ସମାନେେ କେତକେ ହରୋଦୀୟ ମାନଙ୍କ ସହିତ ନିଜର କେତକେ ଶିଷ୍ଯଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସମାନେେ ଯାଇ କହିଲେ, ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ବରଙ୍କ ମାର୍ଗ ବିଷୟ ରେ ଅନ୍ୟମାନେ କଣ ଭାବୁଛନ୍ତି, ସେ ବିଷୟ ରେ ତୁମ୍ଭେ ଆଦୌ ଭୟ କରନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ।
ତା'ପରେ ଯୀଶୁଙ୍କ ମାଆ ଓ ଭାଇମାନେ ସଠାେକୁ ଆସିଲେ। ସମାନେେ ବାହା ରେ ଠିଆ ହେଲେ ଓ ଗୋଟିଏ ଲୋକକୁ ଯୀଶୁଙ୍କୁ ବାହାରକୁ ଆସିବା ପାଇଁ ଡକାଇ ପଠଇେଲେ।
ଯୀଶୁଙ୍କ ମାଆ ଓ ଭାଇମାନେ ତାହାଙ୍କୁ ଦେଖିବାକୁ ଆସିଲେ। କିନ୍ତୁ ବହୁତ ଲୋକ ଗହଳି ହାଇେଥିବା ହତେୁ ସମାନେେ ତାହାଙ୍କ ପାଖକୁ ଯାଇ ପାରୁନଥିଲେ।
କହେି ଜଣେ ଯୀଶୁଙ୍କୁ କହିଲା, ତୁମ୍ଭର ମା ଓ ଭାଇମାନେ ବାହା ରେ ଠିଆ ହାଇେଛନ୍ତି। ସମାନେେ ତୁମ୍ଭକୁ ଦେଖିବାକୁ ଚାହୁଁଛନ୍ତି।
(ଯୀଶୁଙ୍କର ଭାଇମାନେ ସୁଦ୍ଧା ତାହାଙ୍କୁ ବିଶ୍ବାସ କରୁନଥିଲେ।)
ତେଣୁ ଯୀଶୁଙ୍କର ଭାଇମାନେ ପର୍ବକୁ ଗଲେ। ସମାନେେ ଗଲାପରେ ଯୀଶୁ ମଧ୍ଯ ଗଲେ। ସେ ଲୋକମାନଙ୍କୁ ଦୃଷ୍ଟିଗୋଚର ହେଲେ ନାହିଁ।
ପିତର ସହେି ଏଗାରଜଣ ପ୍ ରରେିତ ସହ ଠିଆ ହାଇେ ସହେି ଲୋକମାନଙ୍କୁ ବଡ଼ ପାଟି ରେ କହିଲେ, ହେ ୟିଦୂଦୀୟମାନେ, ହେ ୟିରୂଶାଲମ ବାସିନ୍ଦାମାନେ, ସମସ୍ତେ ମାେ କଥା ଶୁଣ।