Home Bibles ☰ Books ଯୋହନଲିଖିତ ସୁସମାଚାର 7:27 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 7:27 · ଓଡ଼ିଆ ବାଇବେଲ

କିନ୍ତୁ ଆମ୍ଭେ ଜାଣୁ ଏହି ବ୍ଯକ୍ତି କେଉଁଠାରୁ ଆସିଛି। ଯେତବେେଳେ ପ୍ରକୃତ ଖ୍ରୀଷ୍ଟ ଆସିବେ, ସେତବେେଳେ କହେି ତାହାଙ୍କର ଆସିବା ସ୍ଥାନ ଜାଣିପାରିବେ ନାହିଁ।

Cross references

ଯିଶାଇୟ 11:1

ଅନନ୍ତର ୟିଶଯର ଗଣ୍ଠିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା'ର ମୂଳରୁ ଶାଖା ବଢ଼ିବ,

ଯିଶାଇୟ 53:8

ଲୋକମାନେ ବଳପୂର୍ବକ ତାଙ୍କୁ ବିଚାର ପାଇଁ ଧରି ନେଲେ ଓ ଉପୟୁକ୍ତ ବିଚାର ତାଙ୍କ ପାଇଁ କରାଗଲା ନାହିଁ। ପୁଣି ସେ ଜୀବିତ ଲୋକମାନଙ୍କ ଦେଶରୁ ଦଣ୍ଡିତ ହେଲେ ଓ ସେ ସମୟରେ କିଏ ତାଙ୍କ ପ୍ରତି ସୁବିବଚେନା କଲା ? ଆମ୍ଭ ଲୋକମାନଙ୍କର ପାପ ପାଇଁ ସେ ପ୍ରହାରିତ ହେଲେ।

ଯିରିମିୟ 23:5

ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।

ଯିରିମିୟ 30:21

ପୁଣି ସମାନଙ୍କେର ଅଧିପତି ସମାନଙ୍କେ ମଧ୍ଯରୁ ହବେେ। ସମାନଙ୍କେର ଶାସନକର୍ତ୍ତା ସମାନଙ୍କେ ମଧ୍ଯରୁ ସୃଷ୍ଟି ହବେେ। ଆଉ ଆମ୍ଭେ ତାହାକୁ ଆପଣାର ନିକଟବର୍ତ୍ତୀ କରାଇବା ଓ ସେ ଆମ୍ଭ ନିକଟକୁ ଆସିବେ। କାରଣ ସଦାପ୍ରଭୁ କହନ୍ତି, ଆମ୍ଭ ନିକଟକୁ ଯେ ଆସିବା ପାଇଁ ସାହସ କରିଅଛନ୍ତି, ସେ କିଏ ?

ମୀଖା 5:2

କିନ୍ତୁ ହେ ବୈତ୍ଲହେମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ଯରୁ ଇଶ୍ରାୟେଲର ଶାସନକର୍ତ୍ତା ହବୋ ନିମନ୍ତେ ଜଣେ ବ୍ଯକ୍ତି ଆମ୍ଭ ଉଦ୍ଦେଶ୍ଯ ରେ ଜନ୍ମ ହବେେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହାଇେଅଛି।

ମାଥିଉଲିଖିତ ସୁସମାଚାର 2:5

ସମାନେେ କହିଲେ, ୟିହୂଦା ପ୍ରଦେଶର ବେଥ୍ଲହେିମ ନଗର ରେ। ଭବିଷ୍ଯଦ୍ବକ୍ତା ଶାସ୍ତ୍ର ରେ ଏସଂପର୍କ ରେ ଲେଖିଛନ୍ତି.

ମାଥିଉଲିଖିତ ସୁସମାଚାର 13:54

ସେ କେଉଁଠି ପ୍ରତିପାଳିତ ହାଇେଥିଲେ ସଠାେକୁ ଗଲେ। ସଠାେରେ ୟିହୁଦୀ ସମାଜଗୃହ ରେ ଉପଦେଶ ଦବୋ ଆରମ୍ଭ କରି ଦେଲେ,ଯାହା ଶୁଣି ସମସ୍ତେ ଆଶ୍ଚର୍ୟ୍ଯ ହାଇଗେଲେ ଏବଂ କହିଲେ, ଆଶ୍ଚର୍ୟ୍ଯକାର୍ୟ୍ଯ କରିବା ପାଇଁ ଏ ଲୋକ କେଉଁଠାରୁ ଜ୍ଞାନ ଓ ଶକ୍ତି ପାଇଲା?

ମାର୍କଲିଖିତ ସୁସମାଚାର 6:3

ଏ କ'ଣ ସହେି ବଢଇେ ନୁହଁନ୍ତି? ଏ କ'ଣ ମରିୟମଙ୍କ ପୁଅ, ଆଉ ଯାକୁବ, ୟୋସି, ୟିହୂଦା ଓ ଶିମାନଙ୍କେ ଭାଇ ନୁହଁନ୍ତି? ତାହାଙ୍କର ଭଉଣୀମାନେ କ'ଣ ଏଠା ରେ ଆମ୍ଭ ସହିତ ନାହାଁନ୍ତି? ତେଣୁ ଯୀଶୁଙ୍କୁ ସ୍ବୀକାର କରିବା ରେ ଏହି ଲୋକମାନେ ବାଧା ପାଇଲେ।

ଲୂକଲିଖିତ ସୁସମାଚାର 4:22

ପ୍ରେତ୍ୟକକ ଲୋକ ଯୀଶୁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଯୀଶୁଙ୍କ ମୁହଁରୁ ଯେଉଁ ସୁନ୍ଦର ବାକ୍ଯ ବାହାରି ଆସୁଥିଲା, ସେଥି ରେ ସମସ୍ତେ ବିସ୍ମିତ ହାଇେ ଯାଉଥିଲେ। ସମାନେେ କହୁଥିଲେ, ଏ କ'ଣ ୟୋ ସଫଙ୍କେ ପୁଅ ନୁହେଁ?

ଯୋହନଲିଖିତ ସୁସମାଚାର 6:42

ଯିହୂଦୀମାନେ କହିଲେ, ଏ ଯୀଶୁ ଅଟନ୍ତି। ଆମ୍ଭେ ତାହାଙ୍କ ପିତା ମାତାଙ୍କୁ ଜାଣିଛୁ। ଯୀଶୁ କବଳେ ୟୋ ସଫଙ୍କେର ପୁତ୍ର। ' ସେ କିପରି ସ୍ବର୍ଗରୁ ଓହ୍ଲାଇଛି ବୋଲି କହୁଛି?'

ଯୋହନଲିଖିତ ସୁସମାଚାର 7:15

ଯିହୂଦୀମାନେ ଅଶ୍ଚର୍ୟ୍ଯ ହେଲେ। ସମାନେେ କହିଲେ, ଏ ଲୋକ କବେେ ବିଦ୍ଯାଳୟ ରେ ପଢି ନାହିଁ। ଏତେ ବିଷୟବସ୍ତୁ ସେ କିପରି ଜାଣିଲା?

ଯୋହନଲିଖିତ ସୁସମାଚାର 7:41

ଅନ୍ୟମାନେ କହିଲେ, ସେ ଖ୍ରୀଷ୍ଟ।

ଯୋହନଲିଖିତ ସୁସମାଚାର 9:29

ଆମ୍ଭେ ଜାଣୁ, ପରମେଶ୍ବର ମାଶାଙ୍କେୁ କଥା କହିଛନ୍ତି। କିଏ ଏ ଲୋକ କେଉଁଠାରୁ ଆସିଛି, ଆମ୍ଭେ ତାହା ସୁଦ୍ଧା ଜାଣିନାହୁଁ।

Interlinear

Choose Theme