ଯୋହନଲିଖିତ ସୁସମାଚାର 7:25 · ଓଡ଼ିଆ ବାଇବେଲ
ୟିରୁଶାଲମ ରେ ବାସ କରୁଥିବା କେତକେ ଲୋକ କହିଲେ, ଏହି ଲୋକକୁ ସମାନେେ ମାରିବା ପାଇଁ ଚାହାଁନ୍ତି।
Cross references
ଯୋହନଲିଖିତ ସୁସମାଚାର 7:10
ତେଣୁ ଯୀଶୁଙ୍କର ଭାଇମାନେ ପର୍ବକୁ ଗଲେ। ସମାନେେ ଗଲାପରେ ଯୀଶୁ ମଧ୍ଯ ଗଲେ। ସେ ଲୋକମାନଙ୍କୁ ଦୃଷ୍ଟିଗୋଚର ହେଲେ ନାହିଁ।