Home Bibles ଯୋହନଲିଖିତ ସୁସମାଚାର 6:34 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 6:34 · ଓଡ଼ିଆ ବାଇବେଲ

ଲୋକମାନେ କହିଲେ, ମହାଶୟ, ଆମ୍ଭକୁ ସବୁବେଳେ ଏହି ଖାଦ୍ୟ ଖାଇବକୁ ଦିଅନ୍ତୁ।

Cross references

ଗୀତସଂହିତା 4:6

ଅନକେ ଲୋକ କହନ୍ତି, କିଏ ଆମ୍ଭମାନଙ୍କୁ ପରମେଶ୍ବରଙ୍କ ଉତ୍ତମତା ଦଖାଇେ ପାରିବ। ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତଜେ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦଖାେଅ।

ଯୋହନଲିଖିତ ସୁସମାଚାର 4:15

ସେ ସ୍ତ୍ରୀଲୋକଟି ଯୀଶୁଙ୍କୁ କହିଲା, ମହାଶୟ, ମାେତେ ସହେି ଜଳ ଦିଅନ୍ତୁ। ମୁଁ ଆଉ ଯେପରି ଆଉ କବେେ ତୃଷାର୍ତ୍ତ ହବେି ନାହିଁ। ମାେତେ ଏଠାକୁ ଆଉ କବେେ ଜଳ ନବୋ ପାଇଁ ଆସିବାକୁ ପଡିବ ନାହିଁ।

ଯୋହନଲିଖିତ ସୁସମାଚାର 6:26

ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ ମାେତେ କାହଁକି ଖାଜେୁଛ? ମୁଁ କରିଥିବା ଆଶ୍ଚର୍ୟ୍ଯକାର୍ୟ୍ଯଗୁଡିକ ମାରେ ଶକ୍ତିକୁ ପ୍ରମାଣିତ କରୁଥିବାରୁ ତୁମ୍ଭେ ମାେତେ ଖାଜେୁଛ କି? ତା' ନୁହେଁ। ମୁଁ ତୁମ୍ଭକୁ ସତ୍ଯ କହୁଛି, ରୋଟୀ ଖାଇ ସନ୍ତୁଷ୍ଟ ହାଇେଥିବାରୁ ତୁମ୍ଭମାନେେ ମାେତେ ଖୋଜୁଛ।

Interlinear

Choose Theme