ସହେି ସ୍ତ୍ରୀ ଲୋକଟା କହିଲା, ମୁଁ ଜାଣେ ଯେ ମଶୀହ ଆସୁଛନ୍ତି। ଯେତବେେଳେ ମଶୀହ ଆସିବେ, ସେତବେେଳେ ସେ ଆମ୍ଭମାନଙ୍କୁ ସବୁ କଥା ବୁଝାଇ ଦବେେ।
Cross references
ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ଯଦ୍ ବକ୍ତଙ୍କକ୍ସ୍ଟ ପଠାଇବେ। ଏହି ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ବାଛିବେ। ସେ ମାେ ତକ୍ସ୍ଟଲ୍ଯ ହବେ। ତୁମ୍ଭମାନେେ ସହେି ଭବିଷ୍ଯଦ୍ ବକ୍ତାଙ୍କ କଥାକକ୍ସ୍ଟ ପାଳନ କରିବ।
ହେ ଦାନିୟେଲ, ପରମେଶ୍ବର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହବୋର ଲକ୍ଷ୍ଯ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହବୋ। ଏହାର ଲକ୍ଷ୍ଯ ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାଯୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡିକ ଓ ଭବିଷ୍ଯଦବାଣୀ ଓ ପବିତ୍ରସ୍ଥାନ ରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ଯ କରେ।
ଯାକୁବ ଯୋଷଫଙ୍କେ ବାପା।
ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମାନଙ୍କେ ପାଖକୁ ଗଲେ। ସେ ଶିମାନଙ୍କେୁ କହିଲେ, ଆମ୍ଭେ ମଶୀହଙ୍କୁ ଭଟେିଛୁ। (ମଶୀହ ଅର୍ଥାତ୍ ଖ୍ରୀଷ୍ଟ।)
ତା'ପରେ ନିଥନିଯଲେ ଯୀଶୁଙ୍କୁ କହିଲେ, ହେ ଗୁରୁ, ଆପଣ ପରମେଶ୍ବରଙ୍କ ପୁତ୍ର। ଆପଣ ଇଶ୍ରାୟେଲର ରାଜା।
ମୁଁ ଯାହା କିଛିକରିଛି, ପ୍ରେତ୍ୟକକ କଥା ମାେତେ ଜଣେ ଲୋକ କହି ଦେଲେ। ତୁମ୍ଭେ ସହେି ଲୋକକୁ ଦେଖିବ ଆସ। ସେ ବୋଧେ ଖ୍ରୀଷ୍ଟ ହାଇେ ପାରନ୍ତି।
ସେ ସହରର ଶମିରୋଣୀୟମାନଙ୍କ ଭିତରୁ ଅନକେ ଯୀଶୁଙ୍କୁ ବିଶ୍ବାସ କଲେ। ସେ ସ୍ତ୍ରୀଲୋକ ଯୀଶୁଙ୍କ ବିଷୟ ରେ ଯାହା କହିଥିଲା ସେଥିପାଇଁ ସମାନେେ ବିଶ୍ବାସ କଲେ। ସେ ସମାନଙ୍କେୁ କହିଲା, ଯୀଶୁ ମାେତେ ମୁଁ କରିଥିବା ପ୍ରେତ୍ୟକକ ଘଟଣାମାନ କହିଲେ।
ଲୋକମାନେ ସେ ସ୍ତ୍ରୀକୁ କହିଲେ, ପ୍ରଥମେ ଆମ୍ଭେ ତୁମ୍ଭ କଥା ଶୁଣି ଯୀଶୁଙ୍କୁ ବିଶ୍ବାସ କରିଥିଲୁ କିନ୍ତୁ ବର୍ତ୍ତମାନ ଆମ୍ଭେ ନିଜେ ତାହାଙ୍କ କଥା ଶୁଣି ବିଶ୍ବାସ କରୁଛୁ। ଆମ୍ଭେ ବର୍ତ୍ତମାନ ଜାଣୁଛୁ ଯେ ସେ ହେଉଛନ୍ତି ପ୍ରକୃତ ରେ ଜଗତର ତ୍ରାଣକର୍ତ୍ତା।