ମୁଁ ତୁମ୍ଭକୁ ଏ ସଂସାରର ବିଷୟ ସବୁ କହିଛି। କିନ୍ତୁ ତୁମ୍ଭେ ମାେତେ ବିଶ୍ବାସ କରୁନାହଁ। ମୁଁ ଯଦି ତୁମ୍ଭକୁ ସ୍ବର୍ଗ ବିଷୟ ରେ କହିବି, ତବେେ ନିଶ୍ଚିତ ଭାବେ ତୁମ୍ଭେ ବିଶ୍ବାସ କରିବ ନାହିଁ।
Cross references
ଜଗତ ଆରମ୍ଭର ପୂର୍ବରୁ ବାକ୍ଯ ଥିଲେ। ସହେି ବାକ୍ଯ ପରମେଶ୍ବରଙ୍କ ସହିତ ଥିଲେ। ସହେି ବାକ୍ଯ ପରମେଶ୍ବର ଥିଲେ।
ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ପ୍ରେତ୍ୟକକ ବ୍ଯକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହବୋ ଆବଶ୍ଯକ। ଯଦି କୌଣସି ଲକେ ପୁନର୍ବାର ଜନ୍ମ ନହୁଏ, ତବେେ ସେ ଲୋକ ପରମେଶ୍ବରଙ୍କର ରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହାଇେ ନଥାଏ, ତବେେ ସେ କଦାପି ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରି ପାରିବ ନାହିଁ।
ପବନ ତା' ଇଚ୍ଛା ଅନୁସାରେ ବ ହେ ଓ ନିଜ ଇଚ୍ଛା ରେ ଗତି କରେ। ତୁମ୍ଭେ ପବନ ବହିବାର ଶବ୍ଦ ଶୁଣିଥାଅ, କିନ୍ତୁ ତୁମ୍ଭେ ଜାଣି ନ ଥାଅ, ପବନ କେଉଁଠାରୁ ଆ ସେ ଓ କେଉଁଠାକୁ ଯାଏ। ଆତ୍ମାରୁ ଜନ୍ମ ନଇେଥିବା ପ୍ରେତ୍ୟକକ ଲୋକ ଠିକ୍ ସହେିପରି।
ମନଷ୍ଯପୁତ୍ର କବଳେ ସହେି ଜଣେ ୟିଏ ସ୍ବର୍ଗରୁ ଆସିଛନ୍ତି ଓ ସେ ହିଁ ଏକମାତ୍ର ୟିଏ ସ୍ବର୍ଗକୁ ଯାଇଛନ୍ତି।
ସ୍ବର୍ଗରୁ ଆସିଥିବା ବ୍ଯକ୍ତି ଅନ୍ୟ ଲୋକମାନଙ୍କ ଅପେକ୍ଷା ଶ୍ ରେଷ୍ଠ। ପୃଥିବୀରୁ ଆସିଥିବା ବ୍ଯକ୍ତି ପୃଥିବୀର ଅଟନ୍ତି। ସହେି ବ୍ଯକ୍ତି ପୃଥିବୀ ରେ ଥିବା ବସ୍ତୁ ବିଷୟ ରେ କହନ୍ତି। କିନ୍ତୁ ଯେଉଁ ବ୍ଯକ୍ତି ସ୍ବର୍ଗରୁ ଆସନ୍ତି, ସେ ଅନ୍ୟ ସମସ୍ତଙ୍କଠାରୁ ଶ୍ରଷ୍ଠ।
କିନ୍ତୁ ଆମ୍ଭମାନେେ ପରମେଶ୍ବରଙ୍କ ଗୂଢ଼ ଜ୍ଞାନର କଥା କହୁଛୁ। ଜଗତର ସୃଷ୍ଟି ହବୋ ପୂର୍ବରୁ ଆମ୍ଭର ମହିମା ପାଇଁ ପରମେଶ୍ବର ଏହି ଜ୍ଞାନର ଯୋଜନା କରିଥିଲେ।
ଭାଇ ଓ ଭଉଣୀମାନେ! ପୂର୍ବ ରେ ମୁଁ ତୁମ୍ଭମାନଙ୍କୁ ଆତ୍ମିକମନା ଲୋକମାନଙ୍କୁ କହିବା ଭଳି କହି ପାରି ନ ଥିଲି। ମୁଁ ତୁମ୍ଭମାନଙ୍କ ସହିତ ଜାଗତିକ ଲୋକ ଭଳି କଥାବାର୍ତ୍ତା କଲି। ଖ୍ରୀଷ୍ଟଙ୍କଠା ରେ ଶିଶୁ ଭଳି ମୁଁ ତୁମ୍ଭମାନଙ୍କୁ କହିଲି।
ଏଥି ରେ ସନ୍ଦହେ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ଯ ଏହା ଯେ,
ଏ ବିଷୟ ରେ ଆମ୍ଭର ତୁମ୍ଭମାନଙ୍କୁ ଅନକେ କଥା କହିବା ପାଇଁ ଅଛି। କିନ୍ତୁ ଯେ ହତେୁ ତୁମ୍ଭମାନେେ ଅବୁଝା ହେଉଛ, ଏହାକୁ ବୁଝାଇବା କଷ୍ଟକର।
ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ବିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର।
ଆମ୍ଭମାନେେ ଯେ ପରମେଶ୍ବରଙ୍କୁ ପ୍ ରମେ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ ରମେ କଲେ, ଏହା ହେଉଛି ପ୍ରକୃତ ପ୍ ରମେ। ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ବରୂପ କରି ପଠାଇଲେ :