Home Bibles ଯୋହନଲିଖିତ ସୁସମାଚାର 21:13 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 21:13 · ଓଡ଼ିଆ ବାଇବେଲ

ଯୀଶୁ ଖାଦ୍ୟ ନିକଟକୁ ଆସି ରୋଟୀ ଘନେି ସମାନଙ୍କେୁ ଦେଲେ। ସେ ସମାନଙ୍କେୁ ମାଛ ମଧ୍ଯ ଦେଲେ।

Cross references

ଲୂକଲିଖିତ ସୁସମାଚାର 24:42

ସମାନେେ ଯୀଶୁଙ୍କୁ ଖଣ୍ଡେ ରନ୍ଧା ମାଛ ଦେଲେ।

ଯୋହନଲିଖିତ ସୁସମାଚାର 21:9

ଶିଷ୍ଯମାନେ ଯେତବେେଳେ ନେ ୗକାରୁ ବାହାରି କୂଳ ରେ ପହନ୍ଚିଲେ, ସମାନେେ ସେତବେେଳେ ରଡନିଆଁ ଜଳୁଥିବାର ଦେଖିଲେ। ସଠାେରେ ନିଆଁ ଉପରେ ମାଛ ଥିଲା, ଓ କିଛି ରୋଟୀ ମଧ୍ଯ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:41

ମାତ୍ର ଯୀଶୁ ସବୁ ଲୋକମାନଙ୍କୁ ଦଖାଗେଲେ ନାହିଁ। ପରମେଶ୍ବର ଯେଉଁମାନଙ୍କୁ ତାହାଙ୍କ ସାକ୍ଷୀରୂପେ ପୂର୍ବରୁ ମନୋନୀତ କରିଥିଲେ, ସହେିମାନେ କବଳେ ତାହାଙ୍କୁ ଦେଖିପାରିଲେ। ଆମ୍ଭମାନେେ ସହେି ସାକ୍ଷୀ ଅଟୁ। ଯୀଶୁ ମୃତ୍ଯୁରୁ ଉଠିଲାପରେ ଆମ୍ଭମାନେେ ତାହାଙ୍କ ସହିତ ଖାଇଥିଲୁ ଓ ପିଇଥିଲୁ।

Interlinear

Choose Theme