Home Bibles ଯୋହନଲିଖିତ ସୁସମାଚାର 21:11 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 21:11 · ଓଡ଼ିଆ ବାଇବେଲ

ଶିମାନେ ପିତର ନେ ୗକା ଭିତରକୁ ଗଲେ ଓ ଜାଲ କୂଳକୁ ଟାଣିଲେ। ଏହା ବଡ ବଡ ମାଛ ରେ ପୂର୍ଣ୍ଣ ଥିଲା। ସେଥି ରେ ଟି ମାଛ ଥିଲା। ମାଛଗୁଡିକ ବହୁତ ଓଜନିଆ ଥିଲା କିନ୍ତୁ ଜାଲ ଛିଣ୍ଡି ନଥିଲା।

Cross references

ଲୂକଲିଖିତ ସୁସମାଚାର 5:6

କେଉଟମାନେ ସମାନଙ୍କେର ଜାଲ ପାଣି ରେ ପକଇେଲେ। ତାହାଙ୍କର ଜାଲସବୁ ଏତେ ମାଛ ରେ ବୋଝଇେ ହାଇଗେଲା ଯେ ଜାଲସବୁ ଛିଣ୍ଡି ୟିବାକୁ ଲାଗିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:41

ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସମାନେେ ବାପ୍ତିଜିତ ହେଲେ। ସଦେିନ ସହେି ବିଶ୍ବାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ୟୋଗ ଦେଲେ।

Interlinear

Choose Theme