Home Bibles ଯୋହନଲିଖିତ ସୁସମାଚାର 20:3 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 20:3 · ଓଡ଼ିଆ ବାଇବେଲ

ତେଣୁ ପିତର ଓ ଅନ୍ୟଶିଷ୍ଯ କବର ନିକଟକୁ ୟିବାକୁ ବାହାରିଲେ।

Cross references

ଲୂକଲିଖିତ ସୁସମାଚାର 24:12

କିନ୍ତୁ ପିତର ଉଠି ପଡିଲେ। ଏକଥା ଠିକ୍ କି ନୁହେଁ, ତାହା ଦେଖିବା ପାଇଁ ସେ ସମାଧି ପାଖକୁ ଦୌଡିଗଲେ। ସେ ଭିତରକୁ ଚାହିଁଲେ। କିନ୍ତୁ ସେ କବଳେ ଯୀଶୁଙ୍କ ଉପରେ ଘୋଡାଇ ଦିଆଯାଇଥିବା ଲୁଗାପଟି ସଠାେରେ ଦେଖିଲେ। ଯୀଶୁଙ୍କ ଶରୀର ସଠାେରେ ନଥିଲା। ଯାହ ଘଟି ଯାଇଥିଲା, ସେଥି ରେ ସେ ଆଶ୍ଚର୍ୟ୍ଯ ହାଇେ ଏକାକୀ ରହିବା ପାଇଁ ଚାଲିଗଲେ।

Interlinear

Choose Theme