Home Bibles ଯୋହନଲିଖିତ ସୁସମାଚାର 18:24 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 18:24 · ଓଡ଼ିଆ ବାଇବେଲ

ତେଣୁ ହାନାନ ଯୀଶୁଙ୍କୁ ବନ୍ଧା ହାଇେଥିବା ଅବସ୍ଥା ରେ ମହାୟାଜକ କଯାଫାଙ୍କ ନିକଟକୁ ପଠାଇ ଦେଲେ।

Cross references

ମାଥିଉଲିଖିତ ସୁସମାଚାର 26:57

ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରି ନଇେଥିଲେ, ସମାନେେ ତାହାଙ୍କୁ ମହାୟାଜକ କଫାଯାଙ୍କ ଘରକୁ ନଇଗେଲେ। ସଠାେରେ ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ନେତାମାନେ ଏକାଠି ଜମା ହାଇେଥିଲେ।

ଯୋହନଲିଖିତ ସୁସମାଚାର 18:13

ସମାନେେ ତାହାଙ୍କୁ ବାନ୍ଧିଲେ ଓ ହାନାନଙ୍କ ନିକଟକୁ ଘନେିଗଲେ। ହାନାନ କଯାଫାଙ୍କର ଶ୍ବଶୁର ଥିଲେ। ସହେି ବର୍ଷ କଯାଫା ମହାୟାଜକ ଥିଲେ।

Interlinear

Choose Theme