Home Bibles ଯୋହନଲିଖିତ ସୁସମାଚାର 18:21 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 18:21 · ଓଡ଼ିଆ ବାଇବେଲ

ତୁମ୍ଭେ ମାେତେ କାହିଁକି ପ୍ରଶ୍ନ ପଚାରୁଛ? ମାରେ ଶିକ୍ଷା ଶୁଣିଥିବା ଲୋକଙ୍କୁ ପଚାର, ମୁଁ କ'ଣ କହିଥିଲି, ସମାନେେ ଜାଣନ୍ତି।

Cross references

ମାଥିଉଲିଖିତ ସୁସମାଚାର 26:59

ଯୀଶୁଙ୍କୁ ଯେପରି ମୃତ୍ଯୁଦଣ୍ଡ ଦଇେ ପାରିବେ, ସେଥିପାଇଁ ପ୍ରଧାନଯାଜକ ଓ ସଂପୂର୍ଣ୍ଣ ଯିହୂଦୀମହାସଭା ଯୀଶୁଙ୍କ ବିହୁଦ୍ଧ ରେ କିଛି ମିଛ ଅଭିଯୋଗ ଖାଜେି ବାହାର କରିବାକୁ ଚେଷ୍ଟା କଲେ।

ମାର୍କଲିଖିତ ସୁସମାଚାର 14:55

ପ୍ରଧାନ ଯାଜକ ଓ ସମଗ୍ର ୟିହୁଦୀ ସହାସଭା ଯୀଶୁଙ୍କୁ ମୃତ୍ଯୁଦଣ୍ଡ ଦବୋ ପାଇଁ ତାହାଙ୍କ ବିରୁଦ୍ଧ ରେ କୌଣସି ଦୋଷର ପ୍ରମାଣ ପାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ସମାନେେ ମୃତ୍ଯୁଦଣ୍ଡ ଦବୋ ଭଳି କୌଣସି ପ୍ରମାଣ ପାଇଲେ ନାହିଁ।

ଲୂକଲିଖିତ ସୁସମାଚାର 22:67

ସମାନେେ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତବେେ ତାହା ଆମ୍ଭକୁ କୁହ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:12

ସମାନେେ ମାେତେ ମନ୍ଦିର ରେ ବା କୌଣସି ସମାଜ ଗୃହ ରେ ବା ସହର ରେ କାହାରି ସହ ୟୁକ୍ତି ତର୍କ କରିବା ବା ଭିଡ଼ ଜମଇବୋର ଦେଖି ନାହାଁନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:18

ମୁଁ ମନ୍ଦିର ରେ ନିଜକୁ ଶୁଚ଼ି କରିବାକୁ ଯାଇଥିଲି। ଶୁଚ଼ିକରଣ ଉତ୍ସବ ସରିଗଲାପରେ କେତକେ ଯିହୂଦୀମାନେ ସଠାେରେ ମାେତେ ଦେଖିଲେ। ମୁଁ ସଠାେରେ କୌଣସି ଗଣ୍ଡଗୋଳ ସୃଷ୍ଟି କରିନାହିଁ କି ମାେ ସହିତ କୌଣସି ଲୋକ ମଧ୍ଯ ନଥିଲେ।

Interlinear

Choose Theme