Home Bibles ଯୋହନଲିଖିତ ସୁସମାଚାର 12:7 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 12:7 · ଓଡ଼ିଆ ବାଇବେଲ

ଯୀଶୁ ଉତ୍ତର ଦେଲେ, ମରିୟମକୁ ବାଧା ଦିଅ ନାହିଁ। ସେ ଅତର ସଞ୍ଚୟ କରି ମାରେ ସମାଧି କ୍ରିଯାର ପ୍ରସ୍ତୁତି ପାଇଁ ଆଜି ଏହା କରିଛି।

Cross references

ଗୀତସଂହିତା 109:31

କାରଣ ସଦାପ୍ରଭୁ ନିଃସହାୟ ଲୋକମାନଙ୍କ ସପକ୍ଷରେ ଠିଆ ହୁଅନ୍ତି ଏବଂ ପରମେଶ୍ବର ସମାନଙ୍କେୁ ଅନ୍ୟମାନଙ୍କଠାରୁ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ନିନ୍ଦା କରନ୍ତି।

ଯିଖରିୟ 3:2

ତା'ପ ରେ ସଦାପ୍ରଭୁ କହିଲେ, ସଦାପ୍ରଭୁ ତୁମ୍ଭକୁ ଭର୍ତ୍ସନା କରିବେ, ହେ ଶଇତାନ, ସେ ତୁମ୍ଭକୁ ସମାଲୋଚନା କରି ଗ୍ଭଲିଥିବେ। ସଦାପ୍ରଭୁ ୟିରୁଶାଲମକୁ ତାଙ୍କ ସ୍ବତନ୍ତ୍ର ନଗରରୂପେ ମନୋନୀତ କରିଛନ୍ତି। ଗୋଟିଏ ଜଳନ୍ତା କାଠଗଣ୍ତି ନିଆଁରୁ ଟାଣି ଆଣିବାପରି, ସେ ସହେି ନଗରକୁ ରକ୍ଷା କରିଥିଲେ।

ମାଥିଉଲିଖିତ ସୁସମାଚାର 26:10

ଯୀଶୁ ତାହା ଜାଣି ସମାନଙ୍କେୁ କହିଲେ, କାହିଁକି ବୃଥା ରେ ଏହି ସ୍ତ୍ରୀଲୋକକୁ ହଇରାଣ କରୁଛ? ସେ ମାେ ପାଇଁ ଗୋଟିଏ ବହୁତ ଭଲ କାମ କରିଛି।

ମାଥିଉଲିଖିତ ସୁସମାଚାର 26:12

ଏହି ସ୍ତ୍ରୀ ଲୋକ ମାେ ଦହେ ରେ ଅତର ଢ଼ାଳିଛି। ମାରେ ସମାଧି ନିମନ୍ତେ ମାେତେ ପ୍ରସ୍ତୁତ କରିବା ପାଇଁ ସେ ଏହା କରିଛି,

ମାଥିଉଲିଖିତ ସୁସମାଚାର 27:57

ସନ୍ଧ୍ଯା ହବୋ ବଳକେୁ ଯୋଷଫେ ନାମକ ହାରାମଥିଯାର ଜଣେ ଧନୀ ଲୋକ ୟିରୁଶାଲମ ରେ ଆସି ପହନ୍ଚିଲେ। ସେ ମଧ୍ଯ ଯୀଶୁଙ୍କର ଜଣେ ଶିଷ୍ଯ ଥିଲେ।

ମାର୍କଲିଖିତ ସୁସମାଚାର 14:6

ଯୀଶୁ କହିଲେ, ସହେି ସ୍ତ୍ରୀ ଲୋକଟିକୁ ହଇରାଣ କର ନାହିଁ। ତାକୁ ଛାଡିଦିଅ। ସେ ମାେ ପାଇଁ ଗୋଟିଏ ବହୁତ ଭଲ କାମ କରିଛି।

ମାର୍କଲିଖିତ ସୁସମାଚାର 15:42

ସନ୍ଧ୍ଯା ହାଇଯୋଇଥିଲା। ଏହି ଦିନଟି ଆଯୋଜନ ଦିବସ (ବିଶ୍ରାମ ଦିବସର ପୂର୍ବ ଦିନ) ଥିଲା।

ଲୂକଲିଖିତ ସୁସମାଚାର 23:50

ଯିହୂଦୀମାନଙ୍କର ହାରାମାଥୀଯା ନଗରର ଜଣେ ଲୋକ ସଠାେରେ ଥିଲେ। ତାହାଙ୍କ ନାମ ୟୋ ସଫେ। ସେ ଯିହୂଦୀ ମହାସଭାର ଜଣେ ସଦସ୍ଯ ଥିଲେ। ସେ ଜଣ ଉତ୍ତମ ଓ ଧାର୍ମିକ ଲୋକଥିଲେ। ସେ ପରମେଶ୍ବରଙ୍କ ରାଜ୍ଯକୁ ଅପେକ୍ଷା କରୁଥିଲେ।

ଯୋହନଲିଖିତ ସୁସମାଚାର 19:38

ଏହାପରେ ହାରାମାଥୀଯାର ଯୋଷଫେ ନାମକ ଜଣେ ଲୋକ ପୀଲାତଙ୍କୁ ଯୀଶୁଙ୍କର ଶରୀରଟି ମାଗିଲେ। ଯୋଷଫେ ଯୀଶୁଙ୍କର ଜଣେ ଶିଷ୍ଯ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ତାହା କହିଲେ ନାହିଁ, କାରଣ ସେ ଯିହୂଦୀମାନଙ୍କୁ ଭୟ କରୁଥିଲେ। ପୀଲାତ ଯୋଷଫଙ୍କେୁ ଯୀଶୁଙ୍କର ଶରୀର ନବୋପାଇଁ ଅନୁମତି ଦେଲେ। ତେଣୁ ଯୋଷଫେ ଆସି ଯୀଶୁଙ୍କର ଶରୀର ନଇଗେଲେ।

Interlinear

Choose Theme