ଯୋହନଲିଖିତ ସୁସମାଚାର 12:33 · ଓଡ଼ିଆ ବାଇବେଲ
ଯୀଶୁ କେଉଁ ପ୍ରକାରର ମୃତ୍ଯୁବରଣ କରିବେ, ତାହା ଦଖାଇବୋ ପାଇଁ ସେ ଏହା କହିଲେ।
Cross references
ଯୋହନଲିଖିତ ସୁସମାଚାର 18:32
ଏହାଦ୍ବାରା ସେ କିପରି ମରିବେ, ସେ ବିଷୟ ରେ ଯୀଶୁଙ୍କର ବାଣୀ ସତ୍ଯ ହେଲା।
ଯୋହନଲିଖିତ ସୁସମାଚାର 21:19
ପରମେଶ୍ବରଙ୍କର ଗୌରବ ପାଇଁ ପିତର କିପରି ଭାବେ ମୃତ୍ଯୁ ବରଣ କରିବେ, ଏହା ଜଣାଇବା ଉଦ୍ଦେଶ୍ଯ ରେ ଯୀଶୁ ସପରେି କହିଥିଲେ। ଏହା ପରେ ଯୀଶୁ ତାହାଙ୍କୁ କହିଲେ, ମାରେଅନୁଗମନ କର।