ଯୀଶୁ ଯେତବେେଳେ ଲାଜାରଙ୍କୁ ମରଣ ପରେ ଉେଠଇଲେ ଓ ତାହାଙ୍କୁ କବର ଭିତରୁ ବାହାରକୁ ଆସିବାକୁ କହିଲେ, ସେତବେେଳେ ତାହାଙ୍କ ସହିତ ବହୁତ ଲୋକ ଥିଲେ। ସହେି ଲୋକମାନେ ଯୀଶୁଙ୍କ କାର୍ୟ୍ଯ ବିଷୟ ରେ ଅନ୍ୟ ଲୋକମାନଙ୍କୁ କହୁଥିଲେ।
Cross references
ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷଯରେ ବ୍ଯକ୍ତ କରନ୍ତୁ। ପୁଣି ମୁଁ ତୁମ୍ଭର ମହାନତା ବିଷଯରେ ପ୍ରଚାର କରିବି।
ୟିରୂଶାଲମରୁ ଯିହୂଦୀମାନେ କେତକେ ଯାଜକ ଓ ଲବେୀୟମାନଙ୍କୁ ଯୋହନଙ୍କ ପାଖକୁ ପଠାଇଲେ। ତୁମ୍ଭେ କିଏ? ଏହା ତାହାଙ୍କୁ ପଚାରିବା ପାଇଁ ଯିହୂଦୀମାନେ ସମାନଙ୍କେୁ ପଠାଇଥିଲେ।
ତା'ପରେ ଯୋହନ କହିଲେ, ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ଯ ଜାଣି ନଥିଲି। କିନ୍ତୁ ପରମେଶ୍ବର ମାେତେ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ ଦବୋ ପାଇଁ ପଠଇେଥିଲେ। ଏବଂ ପରମେଶ୍ବର ମାେତେ କହିଥିଲେ, 'ତୁମ୍ଭେ ପବିତ୍ର ଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ଯକ୍ତିଙ୍କ ଉପରେ ସ୍ଥିର ହାଇେ ରହିବା ଦେଖିବ, ସହେି ବ୍ଯକ୍ତି ଯକେି ପବିତ୍ର ଆତ୍ମାଙ୍କ ଦ୍ବାରା ବାପ୍ତିଜିତ ଦବେେ।
ତେଣୁ ମୁଁ ଲୋକମାନଙ୍କୁ ଏହା କ ହେ: ' ସେ (ଯୀଶୁ) ପରମେଶ୍ବରଙ୍କର ପୁତ୍ର।'
ଯୋହନ ଗୋଟିଏ ପ୍ରଦୀପ ପରି ଜଳି ଆଲୋକ ଦଇେଥିଲେ। ଏବଂ ତୁମ୍ଭମାନେେ ସହେି ଆଲୋକ କିଛି କ୍ଷଣ ପାଇଁ ଉପ ଭୋଗ କରି ଖୁସି ହେଲ।
କିନ୍ତୁ ଫାରୂଶୀମାନେ ଯୀଶୁଙ୍କୁ କହିଲେ, ତୁମ୍ଭେ ଯେତବେେଳେ ତୁମ୍ଭ ନିଜ ସାକ୍ଷ୍ଯ ହେଉଛ, ସେତବେେଳେ ତୁମ୍ଭେ କବଳେ ଏସବୁ କଥା ସତ୍ଯ ବୋଲି କହୁଛ। ତେଣୁ ଆମ୍ଭେ ତୁମ୍ଭର ଏସବୁ କଥା ଗ୍ରହଣ କରିପାରିବୁ ନାହିଁ।
ଯିହୂଦୀମାନେ ମରିୟମଙ୍କ ସହିତ ଘ ରେ ଥିଲେ। ସମାନେେ ତାହାଙ୍କୁ ସାନ୍ତ୍ବନା ଦେଉଥିଲେ। ସମାନେେ ମରିୟମଙ୍କୁ ହଠାତ୍ ଠିଆ ହାଇେ ତରବର ରେ ବାହାରକୁ ୟିବା ଦେଖିଲେ। ସମାନେେ ଭାବିଲେ ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି। ତେଣୁ ସମାନେେ ତାହାଙ୍କ ପେଛ ପେଛ ଗଲେ।
ମୁଁ ଜାଣେ ଯେ, ତୁମ୍ଭେ ସବୁବେଳେ ମାେ କଥା ଶୁଣ। ମାତ୍ର ତୁମ୍ଭେ ମାେତେ ପଠାଇଛ ବୋଲି ଏଠା ରେ ଠିଆ ହାଇେଥିବା ଲୋକମାନେ ଯେପରି ବିଶ୍ବାସ କରିବେ , ସେଥିପାଇଁ ମୁଁ ଏହା କହିଲି।
ସଠାେରେ ମରିୟମଙ୍କୁ ଦଖାେ କରିବା ନିମନ୍ତେ ଅନକେ ଯିହୂଦୀ ଆସିଥିଲେ। ସମାନେେ ସମସ୍ତେ ଯୀଶୁଙ୍କର କାର୍ୟ୍ଯ ଦେଖିଲେ। ସମାନଙ୍କେ ଭିତରୁ ଅନକେ ଯିହୂଦୀ ତାହାଙ୍କୁ ବିଶ୍ବାସ କଲେ।
ଯୀଶୁ ବେଥନିଆ ରେ ଥିବା କଥା ଅନକେ ଯିହୂଦୀମାନେ ଶୁଣିଲେ। ତେଣୁ ସମାନେେ ତାହାଙ୍କୁ ଦେଖିବା ପାଇଁ ସଠାେକୁ ଗଲେ। ସମାନେେ ଲାଜାରଙ୍କୁ ମଧ୍ଯ ଦେଖିବାକୁ ଗଲେ। ଲାଜାରଙ୍କୁ ଯୀଶୁ ମୃତ୍ଯୁରୁ ଉେଠଇ ଥିଲେ,
ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସହେି ସାହାୟ୍ଯକାରୀଙ୍କୁ ପଠାଇବି। ସହେି ସାହାର୍ୟ୍ଯକାରୀ ସତ୍ଯମୟ ଆତ୍ମା ଅଟନ୍ତି। ସେ ପରମପାତାଙ୍କ ପାଖରୁ ଆସନ୍ତି। ସେ ଯେତବେେଳେ ଆସିବେ, ସେ ମାେ ବିଷୟ ରେ ସାକ୍ଷ୍ଯ ଦବେେ।
ୟିଏ ଏହା ଦେଖିଛନ୍ତି ସେ ଏହା ବର୍ଣ୍ଣନା କରିଛନ୍ତି। ୟଦ୍ବାରା ତୁମ୍ଭେ ମଧ୍ଯ ଶୁଣି ବିଶ୍ବାସ କରିବ। ସେ ଯାହା କହନ୍ତି, ତାହା ସତ୍ଯ। ସେ ଜାଣନ୍ତି ଯେ, ସେ ସତ୍ଯ କହନ୍ତି।
ସହେି ଶିଷ୍ଯ ଏ ସବୁ କଥା କହୁଛନ୍ତି। ସେ ହେଉଛନ୍ତି ସହେି ବ୍ଯକ୍ତି ଯେ କି ଏସବୁ କଥା ଲେଖିଛନ୍ତି। ଆମ୍ଭେ ଜାଣୁ ସେ ଯାହା କହନ୍ତି ତାହା ସତ୍ଯ।
ଅନ୍ୟଭାଷା ରେ କହିବାକୁ ଗଲେ, ଯୋହନଙ୍କ ଦ୍ବାରା ବାପ୍ତିଜିତ ହବୋ ଦିନଠାରୁ ଯୀଶୁଙ୍କୁ ଆମ୍ଭମାନଙ୍କ ମଧ୍ଯରୁ ଉର୍ଦ୍ଧ୍ବକୁ ନିଆ ହାଇଯେିବା ପର୍ୟ୍ଯନ୍ତ ଏହି ଲୋକ ଜଣଙ୍କ ଆମ୍ଭ ସଙ୍ଗ ରେ ରହିଥିବା ଉଚ଼ିତ।
ଆମ୍ଭେ ସମସ୍ତେ ଏ ଘଟଣାଗୁଡ଼ିକର ସାକ୍ଷୀ। ପବିତ୍ର ଆତ୍ମା ମଧ୍ଯ ଏ ଘଟଣାଗୁଡ଼ିକର ସାକ୍ଷୀ। ପରମେଶ୍ବର ନିଜର ଆଜ୍ଞା ମାନୁଥିବା ଲୋକମାନଙ୍କୁ ପବିତ୍ର ଆତ୍ମାଙ୍କୁ ଦଇେଛନ୍ତି। ସମାନେେ ମଧ୍ଯ ଏହାର ସାକ୍ଷୀ।
ଯେ ତବେଳେ ଲୋକମାନେ ସତ୍ଯକଥା କହନ୍ତି, ଆମ୍ଭେ ତାହା ବିଶ୍ବାସ କରିଥାଉ। କିନ୍ତୁ ପରମେଶ୍ବର ଯାହା କହନ୍ତି, ତାହା ତ ଅଧିକ ବିଶ୍ବାସ ୟୋଗ୍ଯ। ପରମେଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟ ରେ ସତ୍ଯ ସାକ୍ଷ୍ଯ ଦିଅନ୍ତି।
ଯୋହନ ଯାହା ସବୁ ଦେଖିଲେ, ତାହାର ସାକ୍ଷ୍ଯ ସେ ଦେଲେ ଓ ପରମେଶ୍ବରଙ୍କର ଏହି ସତ୍ଯ ବାକ୍ଯ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଯୋହନଙ୍କୁ କୁହାଗଲା।