ମୁଁ ଉତ୍ତମ ମଷେପାଳକ। ଉତ୍ତମ ମଷେପାଳକ ମଷେମାନଙ୍କ ପାଇଁ ତା'ର ଜୀବନ ଦିଏ।
Cross references
ଯେତବେେଳେ ତୁମ୍ଭର ମଷେ ଓ ଛଳେି ହିଂସ୍ର ଜନ୍ତୁମାନଙ୍କ ଦ୍ବାରା ଖଣ୍ଡିଆ ଖାବରା ହେଲେ, ମୁଁ ତୁମ୍ଭର କ୍ଷତି କରି ଛାଡ଼ି ଦଲେି ନାହିଁ। କିନ୍ତୁ ମାରେ ନିଜର ମଷେ ବା ଛଳେି ତା' ସ୍ଥାନ ରେ ରଖିଲି। ଯଦି କିଛି ରାତି ବା ଦିନ ରେ ଚୋରୀ ହେଉଥିଲା ମାରେ ନିଜର ପଶୁ ତା' ସ୍ଥାନ ରେ ଯୋଗଇଲି।
କିନ୍ତୁ ଦାଉଦ ଶାଉଲଙ୍କକ୍ସ୍ଟ ଉତ୍ତର ଦେଲେ, ମୁ ତୁମ୍ଭର ଦାସ, ଆପଣା ପିତାର ମଷେ ଚରାଉ ଥାଏ। ଥରେ ଗୋଟିଏ ସିଂହ ଓ ଅନ୍ୟଥର ଗୋଟିଏ ଭାଲକ୍ସ୍ଟ ଆସି ପଲ ମଧ୍ଯରକ୍ସ୍ଟ ଗୋଟିଏ ମଷେକକ୍ସ୍ଟ ନଇଗେଲା।
ପକ୍ସ୍ଟଣି ଦାଉଦ ସହେି ଲୋକ ସଂହାରକ ଦୂତକକ୍ସ୍ଟ ଦେଖି ସଦାପ୍ରଭୁଙ୍କୁ କହିଲେ, ଦେଖ, ମୁ ପାପ କଲି ଓ ମୁ ହିଁ ଅପରାଧି ହଲିେ। ମାତ୍ର ଏହି ମଷଗେଣ କ'ଣ କଲେ? ବିନଯ କରୁଅଛି ତକ୍ସ୍ଟମ୍ଭ ହସ୍ତ ମାେ' ପ୍ରତିକୂଳ ରେ ଓ ମାେ' ପିତୃଗୃହର ପ୍ରତିକୂଳ ରେ ହେଉ।
ସଦାପ୍ରଭୁ ମାରେ ପ୍ରତିପାଳକ ଅଟନ୍ତି, ମାରେ କିଛି ଅଭାବ ହବେ ନାହିଁ।
ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
ମଷେଶାବକ ମଷେମାନଙ୍କୁ ଚରାଇଲା ପରି ସେ ଆପଣା ଲୋକମାନଙ୍କର ଯତ୍ନ ନବେେ। ମଷେ ଛୁଆମାନଙ୍କୁ ସେ ନିଜର ବାହୁ ବଳ ରେ ସଂଗ୍ରହ କରିବେ ଓ ନିଜର କୋଳ ରେ ସମାନଙ୍କେୁ ବହି ନବେେ। ସମାନଙ୍କେର ମାଆମାନେ ପେଛ ପେଛ ଯିବେ।
ମାତ୍ର ଆମ୍ଭମାନେେ ସମସ୍ତେ ମଷେପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପଥରେ ୟାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡ ରେ ନଇେ ୟାଇଛନ୍ତି।
ତେଣୁ ମାରେ ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିଜେ ଆମ୍ଭ ମଷେମାନଙ୍କର ପାଳକ ହବେୁ। ଆମ୍ଭେ ସମାନଙ୍କେର ଅନ୍ବଷେଣ କରିବୁ ଓ ଆମ୍ଭେ ସମାନଙ୍କେର ତତ୍ତ୍ବ ନବେୁ।
ପୁଣି ସମାନଙ୍କେ ଉପ ରେ ମାରେ ମଷେପାଳକ ଦାଉଦଙ୍କୁ ନିୟୁକ୍ତ କରିବି। ସେ ସମାନଙ୍କେୁ ଚରାଇବ ଓ ସମାନଙ୍କେର ପାଳକ ହବେ।
'ପୁଣି ମାରେ ଦାସ ଦାଉଦ ସମାନଙ୍କେ ଉପ ରେ ରାଜା ହବେେ। କବଳେ ସେ ହିଁ ଜଣେ ସମସ୍ତଙ୍କ ଉପ ରେ ମଷେପାଳକ ହବେେ। ଆଉ ସମାନେେ ମାରେ ବ୍ଯବସ୍ଥା ମାନି ଚଳିବେ ଓ ମାରେ ବିଧିସବୁ ରକ୍ଷାକରି ପାଳନ କରିବେ।
ତା'ପ ରେ ଇଶ୍ରାୟେଲର ଶାସକ ସଦାପ୍ରଭୁଙ୍କ ଶକ୍ତି ରେ ଓ ତାଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ଅପୂର୍ବ ମହିମା ରେ ଦଣ୍ତାଯମାନ ହାଇେ ତାଙ୍କ ପଲଙ୍କୁ ଚରାଇବେ। ସମାନେେ ଶାନ୍ତି ରେ ବାସ କରିବେ କାରଣ ସେ ସମୟରେ ତାଙ୍କର ମହାନତା ପୃଥିବୀର ଶଷେ ପ୍ରାନ୍ତ ପର୍ୟ୍ଯନ୍ତ ବିସ୍ତୃତ ହବେ।
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ହେ ଖଡ୍ଗ, ୟାଅ! ଏବଂ ମଷେପାଳକ ଆମ୍ଭର ଘନିଷ୍ଠ ବନ୍ଧୁଙ୍କୁ ଆଘାତ କର। ମଷେପାଳକଙ୍କୁ ଆଘାତ କର, ଯେପରି ମଷେପଲ ପଳାଯନ କରିବେ। ଆମ୍ଭେ ଆପଣା ହସ୍ତ ସହେି କ୍ଷୁଦ୍ରମାନଙ୍କ ବିରୁଦ୍ଧ ରେ ଉଠାଇବା।
ମନୁଷ୍ଯପୁତ୍ରଙ୍କ କ୍ଷେତ୍ର ରେ ତାହା ଏକାଭଳି। ମନୁଷ୍ଯପୁତ୍ର ଅନ୍ୟମାନଙ୍କଠାରୁ ସବୋ ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସବୋ କରିବା ପାଇଁ ଆସି ଅଛନ୍ତି। ମନୁଷ୍ଯପୁତ୍ର ଅନକେ ଲୋକଙ୍କ ମୁକ୍ତିର ମୂଲ୍ଯଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।
ମୁଁ ମଷେପାଳକ ୟିଏ କି ମଷେମାନଙ୍କର ଯତ୍ନ ନିଏ। ମୁଁ ମାରେ ମେଣ୍ଢାକୁ ଜାଣେ ଯେପରି ପରମପିତା ମାେତେ ଜାଣନ୍ତି।
ପରମପିତା ମାେତେ ପ୍ ରମେ କରନ୍ତି କାରଣ ମୁଁ ମାେ ଜୀବନ ଦିଏ। ମୁଁ ଜୀବନ ଦିଏ, ଯେ ହତେୁ ମୁଁ ପୁନର୍ବାର ସହେି ଜୀବନ ଲାଭ କରିପା ରେ।
ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦଇେ ଜଣେ ବ୍ଯକ୍ତି ସର୍ବୋତ୍କୃଷ୍ଟ ପ୍ ରମେ ଦଖାଇେ ପାରିବ।
ପ୍ ରମେପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ ରମେ କରିଛନ୍ତି, ତୁମ୍ଭମାନେେ ମଧ୍ଯ ସହେିଭଳି ଅନ୍ୟମାନଙ୍କୁ ପ୍ ରମେ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ବରଙ୍କ ନିକଟରେ ମଧୁର-ସୁଗନ୍ଧି-ୟୁକ୍ତ ଭଟେି ଓ ପରମେଶ୍ବରଙ୍କ ବଳି ସ୍ବରୂପ ଅଟନ୍ତି।
ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।
ମୁଁ ଶାନ୍ତିର ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସା ରେ ତୁମ୍ଭମାନେେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରେତ୍ୟକକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ବର ହିଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନଃଜୀବିତ କରିଥିଲେ। ମହାନ୍ ମଷେପାଳକ ଯୀଶୁଙ୍କୁ ପରମେଶ୍ବର ତାହାଙ୍କ ରକ୍ତ ହତେୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନଚୁକ୍ତି ଚିରନ୍ତନ ଅଟେ।
ପରମେଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦହେ ରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍ଭମାନେେ ସୁସ୍ଥ ହାଇେଛ।
ଯେତବେେଳେ ମୁଖ୍ଯ ମଷେପାଳକ ଆସିବେ, ସେତବେେଳେ ତୁମ୍ଭେ ମୁକୁଟ ପାଇବ। ସହେି ମୁକୁଟଟି ଅତ୍ଯନ୍ତ ଗୌରବମୟ ହାଇେଥିବ ଓ ଏହା କବେେ ହେଲେ ନିଜର ସୌନ୍ଦର୍ୟ୍ଯ ହରାଇବ ନାହିଁ।
ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦଇେଛନ୍ତି। ଏଥିରୁ ପ୍ରକୃତ ପ୍ ରମେ କ'ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ଯ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ।
ସିଂହାସନର ମଧିଅରେ ଥିବା ' ମଷେଶାବକ' ସମାନଙ୍କେର ମଷେପାଳକ ହବେେ। ସେ ସମାନଙ୍କେୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼ଇେ ନଇେଯିବେ। ପରମେଶ୍ବର ସମାନଙ୍କେର ଆଖିରୁ ସବୁ ଲୁହ ପୋଛି ଦବେେ।