ଯୋହନ ସମାନଙ୍କେୁ ଭବିଷ୍ଯଦ୍ବକ୍ତା ୟିଶାଇୟଙ୍କ ବାଣୀ କହିଲେ:
Cross references
ଏକ ବ୍ଯକ୍ତିର ଉଚ୍ଚସ୍ବର ଶୁଣ, ତୁମ୍ଭମାନେେ ପ୍ରାନ୍ତର ରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଏକ ରାଜପଥ ସଳଖ ଓ ଚିକ୍କଣ କର।
ସହେି ଯୋହନଙ୍କ ବଷୟ ରେ ଭବିଷ୍ଯଦ୍ବକ୍ତା ୟିଶାଇୟ କହୁଥିଲେ,ପ୍ରାନ୍ତର ରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ବର। 'ପ୍ରଭୁଙ୍କର ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର। ୟିଶାଇୟ 40:3
ମରୁଭୂମିରେ ଜଣେ ପାଟିକରି କହୁଛି; 'ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର, ତାହାଙ୍କ ପାଇଁ ରାସ୍ତା ସମତଳ କର।'ଯୀଶାଇୟ 40:3
ଯୋହନ ଅନକେ ଇଶ୍ରାୟେଲ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଫରେି ଆସିବାକୁ ସାହାୟ୍ଯ କରିବେ। ପ୍ରଭୁ ସମାନଙ୍କେର ପରମେଶ୍ବର ଅଟନ୍ତି।
ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସହେି ପର୍ବୋପରିସ୍ଥ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତା ରୂପେ ଖ୍ଯାତ ହବେ। ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ୟିବ।
ଏହା ଭବିଷ୍ଯଦ୍ବକ୍ତା ଯାଶାୟଙ୍କ ବାକ୍ଯ ସମ୍ବଳିତ ପୁସ୍ତକରେ ଲଖାେଥିବା କଥା ଥିଲା। ସେଥି ରେ ଲଖାେଥିଲା:
ତୁମ୍ଭମାନେେ ନିଜେ ମାରେ କହିବା ଶୁଣିଛ ଯେ 'ମୁଁ ଖ୍ରୀଷ୍ଟ ନୁହେଁ। ତାହାଙ୍କ ପାଇଁ ପଥ ତିଆରି କରିବା ଉଦ୍ଦେଶ୍ଯ ରେ ଈଶ୍ବର ମାେତେ ପଠାଇଛନ୍ତି।'