ଆମ୍ଭେ ସହେି ଲୋକମାନଙ୍କୁ ତୁମ୍ଭର ରାଜ୍ଯ ଛାଡି ୟିବାକୁ ଉତ୍ତର ଦିଗକୁ ବିତାଡିତ କରିବା। ସମାନଙ୍କେୁ ଏକ ଶୁଷ୍କ, ଶୂନ୍ଯ ସ୍ଥାନକୁ ତଡିଦବୋ। ସମାନଙ୍କେ ମଧ୍ଯରୁ କେତକେ ପୂର୍ବ ସମୁଦ୍ର ଆଡେ ଯିବେ ଓ ଆଉ କେତକେ ପଶ୍ଚିମ ସମୁଦ୍ର ଆଡେ ଯିବେ। ସମାନେେ ଏପରି ଭୟଙ୍କର କାର୍ୟ୍ଯ କରିଛନ୍ତି, ସମାନେେ ମୃତ ପ୍ରାଯ ହବେେ, ପଚିଯିବେ ଓ ସଠାରୁେ ଦୁର୍ଗନ୍ଧ ନିର୍ଗତ ହବେ।
Cross references
ସମାନେେ ଗଦା ହାଇେ ରୁଣ୍ଡ ହେଲେ ଏବଂ ସଗେୁଡିକ ଯୋଗୁଁ ସ୍ଥାନଟିରୁ ଦୁର୍ଗନ୍ଧ ବାହାରିଲା।
ତେଣୁ ସଦାପ୍ରଭୁ ପବନର ଦିନ ପରିବର୍ତ୍ତନ କଲେ। ପଶ୍ଚିମ ଦିଗରୁ ପ୍ରଚଣ୍ଡ ବଗେ ରେ ପବନ ବହିଲା। ଏହି ପବନ ମିଶରରୁ ସମସ୍ତ ପଙ୍ଗପାଳଦଳକୁ ଉଡାଇ ନଇେ ଲୋହିତ ସୂଫ ସାଗର ରେ ପକାଇଲା। ଏପରିକି ଗୋଟିଏ ହେଲେ ପଙ୍ଗପାଳ ମିଶର ରେ ରହିଲେ ନାହିଁ।
ଯେଉଁଠା ରେ ତୁମ୍ଭର ପାଦ ପଡିବ, ସେ ସ୍ଥାନ ତୁମ୍ଭମାନଙ୍କର ହବେ। ପ୍ରାନ୍ତରରକ୍ସ୍ଟ ଲିବାନୋନ ପର୍ୟ୍ଯନ୍ତ ଏବଂ ଫରାତ ନଦୀଠାରକ୍ସ୍ଟ ପଶ୍ଚିମ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ତୁମ୍ଭମାନଙ୍କର ସୀମା ହବେ।
ହସାଯଲେ କହିଲେ, ମୁଁ ତ ସପରେି ଶକ୍ତିଶାଳୀ ନୁହେଁ, ମୁଁ ସହେି ସାମରିକ କୃତିବ ପାରିବ ନାହିଁ?
ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ, ତହିଁରେ ଆମ୍ଭମାନେେ ଖୁସି ଅଟୁ।
ସହେି ନିହତ ଲୋକମାନେ ବାହା ରେ ନିକ୍ଷିପ୍ତ ହବେେ। ସମାନଙ୍କେ ଶବ ଦୁର୍ଗନ୍ଧ ଦବେ ଓ ସମାନଙ୍କେର ରକ୍ତ ପର୍ବତଗୁଡ଼ିକରେ ବୋହି ୟିବ।
ତା'ପ ରେ ସଦାପ୍ରଭୁ ମାେତେ କହିଲେ, ଉତ୍ତର ଦିଗରୁ ଏହି ଦେଶବାସୀଙ୍କ ପ୍ରତି ଏକ ଭୟଙ୍କର ବିପତ୍ତି ମାଡ଼ି ଆସିବ।
ପୁଣି ଦେଶକୁ ଶୁଚି କରିବା ନିମନ୍ତେ ସମାନଙ୍କେୁ କବର ଦବୋପାଇଁ ଇଶ୍ରାୟେଲୀୟମାନଙ୍କୁ ସାତ ମାସ ଲାଗିବ।
ମୁଁ ଫରେି ଆସିଲା ବେଳେ ନଦୀ ତୀରର ଉଭୟ ପାଶର୍ବ ରେ ଅନକଗେୁଡ଼ିଏ ବଡ଼ ବଡ଼ ବୃକ୍ଷ ଥିବାର ଦେଖିଲି।
ପୂର୍ବ ଦିଗର ସୀମା ହା ମାରେ, ନୋନ୍ ମଧିଅରେ ହୌରଣ, ଦମ୍ମେଶକ ଦଇେ ୟର୍ଦ୍ଦନ ନଦୀ ଦଇେ ଗିଲିଯଦ ଓ ଇଶ୍ରାୟେଲ ମଧ୍ଯଦଇେ ୟିବ। ପୂର୍ବ ସମୁଦ୍ର ହୌରଣ, ଦମ୍ମେଶକ ଓ ଗିଲିଯଦ। ଆଉ ଇଶ୍ରାୟେଲର ଦେଶର ମଧ୍ଯବର୍ତ୍ତୀ ୟର୍ଦ୍ଦନ ହବେ। ଉତ୍ତର ସୀମାରୁ ପୂର୍ବ ସମୁଦ୍ର ପର୍ୟ୍ଯନ୍ତ ମାପିବ। ଏହା ପୂର୍ବ ସୀମା ହବେ।
ଯାହା ଶୂକ କୀଟ ଛାଡିଛନ୍ତି ତାକୁ ପଙ୍ଗପାଳ ଖାଇଛନ୍ତି। ଯାହା ପଙ୍ଗପାଳ ଛାଡିଛନ୍ତି ତାକୁ ପତଙ୍ଗ ଶଷେ କରିଛନ୍ତି ଏବଂ ଯାହା ପତଙ୍ଗ ଛାଡିଛନ୍ତି ତାକୁ ଘୁଘୁର୍ରିଯା ନଷ୍ଟ କରିଛନ୍ତି।
ତାହା ଏକ ଅନ୍ଧାକାର ଓ ତମସାଚ୍ଛାନ୍ନ ଦିନ, ତାହା ନିବିଡ ଅନ୍ଧକାର ଓ ମଘାେଛନ୍ନ ଦିନ ହବେ। ସୂର୍ େଯ୍ଯାଦଯ ରେ ପର୍ବତ ଉପ ରେ ସୈନ୍ଯମାନେ ଘରେି ୟାଇଥିବାର ତୁମ୍ଭେ ଦେଖିବ। ସମାନେେ ମହାନ୍ ଶକ୍ତିଶାଳୀ ସୈନ୍ଯବାହିନୀ ହବେେ। ପୂର୍ବରୁ ଏପରି କବେେ ହାଇନୋହିଁ, ଆଉ ମଧ୍ଯ ଏହା ପୁନର୍ବାର କବେେ ହବେ ନାହିଁ।
ମିଶର ରେ କଲାପରି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ରୋଗଗୁଡିକୁ ପ୍ ରରଣେ କଲୁ। ଖଡ୍ଗ ରେ ଆମ୍ଭେ ତୁମ୍ଭର ୟୁବକମାନଙ୍କୁ ହତ୍ଯା କଲୁ। ତୁମ୍ଭମାନଙ୍କର ଘୋଡାଗୁଡିକୁ ନଇଗେଲୁ। ତୁମ୍ଭର ଶିବରଗୁଡିକୁ ମୃତଶବର ଦୁର୍ଗନ୍ଧ ରେ ପରିପୂର୍ଣ୍ଣ କଲୁ। ତଥାପି ତୁମ୍ଭମାନେେ ଆମ୍ଭ ସାହାୟ୍ଯ ଭିକ୍ଷା ପାଇଁ ଆସିଲ ନାହିଁ। ସଦାପ୍ରଭୁ ଏହିସବୁ କହିଥିଲେ।