ଯୋୟେଲ 1:17 · ଓଡ଼ିଆ ବାଇବେଲ
ଆମ୍ଭମାନେେ ଯେଉଁ ମଞ୍ଜି ଭୁମି ରେ ରୋପଣ କରିଥିଲୁ ସଗେୁଡିକ ମାଟି ରେ ଶୁଖି ମରିୟାଇଛି। ଆମ୍ଭମାନଙ୍କର ରୋପିତ ବୃକ୍ଷ ଶୁଷ୍କ ଓ ମୃତ। ଆମ୍ଭର ଶସ୍ଯ ଅମାର ଶୂନ୍ଯ ଓ ଭଗ୍ନ ପ୍ରାଯ।
Cross references
ଆଦି ପୁସ୍ତକ 23:16
ଅବ୍ରହାମ ବୁଝି ପାରିଲେ ଯେ ଇଫ୍ରୋଣ ଜମିର ମୂଲ୍ଯ ବିଷଯ ରେ କଥା କହୁଛନ୍ତି। ତେଣୁ ଅବ୍ରହାମ ତାଙ୍କୁ ଜମିର ମୂଲ୍ଯ ଦେଲେ। ଯାହା ହତେୀଯମାନଙ୍କର ଥିଲା। ଅବ୍ରହାମ ଅଢ଼ଇେ ପାଉଣ୍ଡ ରୂପା ଏବଂ ସମସ୍ତଙ୍କ ସମ୍ମୁଖ ରେ ଇଫ୍ରୋଣକୁ ଦେଲେ।
ଯିଶାଇୟ 17:10
ଏହା ଘଟିବ କାରଣ ତୁମ୍ଭମାନେେ ଆପଣା ତ୍ରାଣକର୍ତ୍ତା ପରମେଶ୍ବରଙ୍କୁ ଭୁଲି ୟାଇଛ। ପରମେଶ୍ବର ତୁମ୍ଭମାନଙ୍କର ସୁରକ୍ଷାର ସ୍ଥଳ। ଏହା ତୁମ୍ଭେ ମନେ ପକାଉ ନାହିଁ।