ଆୟୁବ ପୁସ୍ତକ 8:14 · ଓଡ଼ିଆ ବାଇବେଲ
ସେ ଲୋକର ଆଉ ୟିବା ପାଇଁ କିଛି ନାହିଁ। ତା'ର ସୁରକ୍ଷା ବୁଢ଼ିଆଣୀର ଜାଲପରି।
Cross references
ଯିଶାଇୟ 59:5
ସମାନେେ ବିଷଧର କାଳସର୍ପର ଅଣ୍ଡା ଫୁଟାନ୍ତି ଓ ବୁଢ଼ିଆଣୀର ଜାଲ ବୁଣନ୍ତି। ଯେ କହେି ସହେି ଅଣ୍ଡା ଖାଏ ସେ ମୃତ୍ଯୁକୁ ଆମନ୍ତ୍ରଣ କରେ ଏବଂ ଯଦି ସେ ସମାନଙ୍କେୁ ଫୁଟାଏ, ସେଥିରୁ କାଳସର୍ପ ବାହା ରେ।