Home Bibles ☰ Books ଆୟୁବ ପୁସ୍ତକ 42:13 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 42:13 · ଓଡ଼ିଆ ବାଇବେଲ

ଆୟୁବ ସାତଟି ପୁତ୍ର ଓ ତିନିଟି ଝିଅ ଲାଭ କଲା।

Cross references

ଆୟୁବ ପୁସ୍ତକ 1:2

ଆୟୁବର ସାତାଟେି ପୁତ୍ର ଓ ତିନୋଟି ଝିଅ ଥିଲେ।

ଗୀତସଂହିତା 107:41

କିନ୍ତୁ ପରମେଶ୍ବର ସହେି ଦୀନହୀନ ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କଲେ। ସେ ସମାନଙ୍କେର ପରିବାରକୁ ମଷେପଲ ତୁଲ୍ଯ ପାଳନ କରନ୍ତି।

ଗୀତସଂହିତା 127:3

ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶଯରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।

ଯିଶାଇୟ 49:20

କିଛିଦିନ ପିଲାମାନେ ତୁମ୍ଭ ଚିନ୍ତା କଲେ, ତୁମ୍ଭେ ହରାଇଥିଲ ବୋଲି କହିବେ, ମାେ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ। ମାେତେ ସ୍ଥାନ ଦିଅ, ମୁଁ ବାସ କରିବି।'

Interlinear

Choose Theme