Home Bibles ଆୟୁବ ପୁସ୍ତକ 40:7 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 40:7 · ଓଡ଼ିଆ ବାଇବେଲ

ଆୟୁବ, କଟୀବନ୍ଧନ କରି ଜଣେ ମନୁଷ୍ଯ ପରି। ଏବଂ ମୁଁ ଯାହା ପ୍ରଶ୍ନ କରିବି ତା'ର ଉତ୍ତର ଦବୋକୁ ପ୍ରସ୍ତୁତ ହୁଅ।

Cross references

ଆୟୁବ ପୁସ୍ତକ 13:22

ତା'ପରେ ମାେତେ ଡ଼ାକ ମୁଁ ଉତ୍ତର ଦବେି କିମ୍ବା ମୁଁ କହିବି ତୁମ୍ଭେ ଉତ୍ତର ଦିଅ।

ଆୟୁବ ପୁସ୍ତକ 23:3

ମୁଁ ଇଚ୍ଛା କରେ ମୁଁ ଜାଣିଥାନ୍ତି ପରମେଶ୍ବର କେଉଁଠି ମିଳିବେ ଏବଂ ମୁଁ ଜାଣେ ତାଙ୍କ ନିକଟକୁ କିପରି ୟାଇ ହବେ।

ଆୟୁବ ପୁସ୍ତକ 38:3

ଆୟୁବ, ଜଣେ ମଣିଷ ପରି ଛିଡ଼ା ହାଇୟୋଅ, ଯାହା ଫଳ ରେ ମୁଁ ତୁମ୍ଭକୁ ପ୍ରଶ୍ନ ପଚାରି ପାରିବି ଏବଂ ତୁମ୍ଭେ ମାେତେ ଉତ୍ତର ଦଇପୋରିବ।

ଆୟୁବ ପୁସ୍ତକ 42:4

ହେ ସଦାପ୍ରଭୁ, ତୁମ୍ଭେ ମାେତେ କହିଲ, 'ଶୁଣ ଆୟୁବ, ଆମ୍ଭେ ତୁମ୍ଭକୁ କହିବା। ଆମ୍ଭେ ତୁମ୍ଭକୁ ପ୍ରଶ୍ନ ପଚାରିବା ଓ ତୁମ୍ଭେ ତା'ର ଉତ୍ତର ଦବେ।'

Interlinear

Choose Theme