Home Bibles ଆୟୁବ ପୁସ୍ତକ 40:21 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 40:21 · ଓଡ଼ିଆ ବାଇବେଲ

ବ ହମୋେତ ପଦ୍ମବନ ତଳେ ଶଯନ କରେ। ବ ହମୋେତ ନଳବଣ ରେ ନିଜକୁ ଲୁଚାଇ ରଖିପା ରେ।

Cross references

ଯିଶାଇୟ 19:6

ସମସ୍ତ ନଦୀ ଦୁର୍ଗନ୍ଧ ହବେ। ମିଶରର ସମସ୍ତ ନାଳ ଶୁଷ୍କ ହାଇେ ଜଳଶୂନ୍ଯ ହବେ। ସମସ୍ତ ଜଳଜ ଉଦ୍ଭିଦ ଶୁଖି ମରିଯିବେ।

ଯିଶାଇୟ 35:7

ମରିଚିକା ଜଳାଶଯ ହବେ। ଶୁଷ୍କ ମରୁଭୂମି ନିର୍ଝରମଯ ହବେ। ଶୃଗାଳମାନଙ୍କ ବାସ ସ୍ଥାନ ରେ ନଳ ଓ ତଣ୍ଡିବଣ ଜନ୍ମିବ।

Interlinear

Choose Theme