Home Bibles ଆୟୁବ ପୁସ୍ତକ 37:17 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 37:17 · ଓଡ଼ିଆ ବାଇବେଲ

କିନ୍ତୁ ଆୟୁବ, ତୁମ୍ଭେ ଏସବୁ ଜାଣ ନାହିଁ। ତୁମ୍ଭେ କବଳେ ଏତିକି ଜାଣ ଯେ ଦକ୍ଷିଣ ଦିଗରୁ ଯେତବେେଳେ ପବନ ପ୍ରବାହିତ ହୁଏ, ତୁମ୍ଭର ପୋଷାକ ପତ୍ର ଗରମ ହାଇେ ୟାଏ। ଏବଂ ଦେଶ ନୀରବ ହାଇୟୋଏ।

Cross references

ଆୟୁବ ପୁସ୍ତକ 6:17

କିନ୍ତୁ ସେତବେେଳେ ପାଗ ଉତ୍ତପ୍ତ ଓ ଶୁଖିଲା ଥାଏ ଜଳ ପ୍ରବାହିତ ବନ୍ଦ ହୁଏ।

ଆୟୁବ ପୁସ୍ତକ 38:31

ଆୟୁବ, ତୁମ୍ଭେ ସପ୍ତର୍ଷି ନକ୍ଷତ୍ରକୁ ବାନ୍ଧି ପାରିବ କି ? ତୁମ୍ଭେ ମୃଗଶିରା ନକ୍ଷତ୍ରର ବନ୍ଧନ ଫିଟାଇ ପାରିବ କି ?

ଗୀତସଂହିତା 147:18

ଏହାପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି, ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳ ସୋର୍ତ ବ ହେ।

ଲୂକଲିଖିତ ସୁସମାଚାର 12:55

ଦକ୍ଷିଣ ଦିଗରୁ ପବନ ବୋହିଲେ ତୁମ୍ଭମାନେେ କୁହ, 'ଗରମ ହବେ।' ତା'ପରେ ତାହାହିଁ ହୁଏ।

Interlinear

Choose Theme