Home Bibles ଆୟୁବ ପୁସ୍ତକ 34:12 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 34:12 · ଓଡ଼ିଆ ବାଇବେଲ

ଏହାହିଁ ସତ୍ଯ ଅଟେ। ପରମେଶ୍ବର କୁକର୍ମ କରନ୍ତି ନାହିଁ। ସର୍ବଶକ୍ତିମାନ ପରମେଶ୍ବର ନ୍ଯାଯ ଭ୍ରଷ୍ଟ କରନ୍ତି ନାହିଁ।

Cross references

ଆଦି ପୁସ୍ତକ 18:25

ନିଶ୍ଚଯ ତୁମ୍ଭେ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବ ନାହିଁ। ଯଦି ଏହା ହୁଏ, ତବେେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କଣ ସାରା ପୃଥିବୀର ବିଚାରକର୍ତ୍ତା ଯାହା ନ୍ଯାଯ, ତାହା କରିବେ ନାହିଁ।

ଆୟୁବ ପୁସ୍ତକ 8:3

ପରମେଶ୍ବର କ'ଣ ବିଚାରର ବିପରୀତ କରନ୍ତି କି ? ଅଥବା ସର୍ବଶକ୍ତିମାନ ନ୍ଯାଯର ବିପରୀତ କରନ୍ତି କି ?

ଆୟୁବ ପୁସ୍ତକ 36:23

କହେି ଜଣେ ବ୍ଯକ୍ତି ପରମେଶ୍ବରଙ୍କୁ କ'ଣ କାର୍ୟ୍ଯ କରିବେ କହିପାରିବ ନାହିଁ। କହେି ତାଙ୍କୁ କହିପାରିବ ନାହିଁ, ' ହେ ପରମେଶ୍ବର, ତୁମ୍ଭେ ଭୁଲ୍ କରିଛ।'

ଗୀତସଂହିତା 11:7

କିନ୍ତୁ ସଦାପ୍ରଭୁ ସବୁବେଳେ ଧର୍ମର ପଥ ଅନୁସରଣ କରନ୍ତି ଏବଂ ଯେଉଁମାନେ ଧର୍ମର ପଥରେ ଚାଲନ୍ତି ଓ ପ୍ରମେ କରନ୍ତି। ସହେିମାନେ ହିଁ ତାଙ୍କର ମୁଖ ଦର୍ଶନ କରିପାରିବେ।

ଗୀତସଂହିତା 145:17

ସଦାପ୍ରଭୁ ୟାହା କିଛି କରନ୍ତି ତାହା ଉତ୍ତମ ଓ ତାଙ୍କର ନିଜର ସମସ୍ତ କାର୍ୟ୍ଯ ବିଶ୍ବସ୍ତତାକୁ ପ୍ରଦର୍ଶନ କରେ।

ହବକକୂକ 1:12

ତା'ପ ରେ ହବକୂକ୍ କହିଲେ, ହେ ସଦାପ୍ରଭୁ, ତୁମ୍ଭେ ପୁରାତନ କାଳର ସଦାପ୍ରଭୁ ଅଟ। ତୁମ୍ଭ ଏକମାତ୍ର ପବିତ୍ର ଅଟ, ୟିଏ କବେେ ଅନ୍ତର୍ହିତ କରିବ ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ସମାନଙ୍କେୁ ବିଗ୍ଭର କରିବା ପାଇଁ ନିୟୁକ୍ତି କଲ କି? ହେ ଶୈଳ, ଲୋକମାନଙ୍କୁ ଦଣ୍ତ ଦବୋ ପାଇଁ ତୁମ୍ଭେ ସମାନଙ୍କେୁ ପଠାଇଲ କି?

Interlinear

Choose Theme