ଆୟୁବ ପୁସ୍ତକ 33:31 · ଓଡ଼ିଆ ବାଇବେଲ
ଆୟୁବ, ମାେ କଥାକୁ ଧ୍ଯାନ ଦିଅ। ମାେ କଥା ଶୁଣ। ନିରବ ରୁହ ଏବଂ ମାେତେ କହିବାକୁ ଦିଅ।
Cross references
ଆୟୁବ ପୁସ୍ତକ 13:6
ଏବେ ମାରେ ୟୁକ୍ତି ଶୁଣ। ମୁଁ ଯାହା କହିବାକୁ ଇଚ୍ଛାକରେ ତାକୁ ମଧ୍ଯ ଶୁଣ।
ଆୟୁବ ପୁସ୍ତକ 18:2
ଆୟୁବ ତୁମ୍ଭେ କେତବେେଳେ କଥା କହିବା ବନ୍ଦ କରିବ। ତୁମ୍ଭେ ଚୁପ ହୁଅ ଏବଂ ଶୁଣ। ଆମ୍ଭକୁ କିଛି କହିବାକୁ ଦିଅ।
ଆୟୁବ ପୁସ୍ତକ 21:2
ମୁଁ ଯାହା କହୁଛି ମନଦଇେ ଶୁଣ। ତାହା ତୁମ୍ଭମାନଙ୍କର ମାେ ପ୍ରତି ସାନ୍ତ୍ବନା ହେଉ।
ଆୟୁବ ପୁସ୍ତକ 32:11
ଆପଣମାନେ ଯାହା କଥାବାର୍ତ୍ତା ହେଉଥିଲେ ତାହା ମୁଁ ର୍ଧୈୟ୍ଯର ସହ ଶୁଣିଲି। ଆପଣ ଆୟୁବକୁ ଯେଉଁ ଉତ୍ତର ଦେଲେ ତାହା ଶୁଣିଲି।